Up-Grade Income Bonanza 2020
(m) Up-Grade Income Bonanza 2020
Upgrade Income ସେହିମାନଙ୍କ ପାଇଁ ଜିଏ ଅଳ୍ପ କିଛି ମଧ୍ୟ ଏହି System ରେ ଉତ୍ସାହିତ (Intrest) ହୋଇ କିଛି କାମ କରବା ପାଇଁ ଚାହିଁବ | ଏମିତି ତ ସମସ୍ତଙ୍କୁ କାମ କରିବାକୁ ହେବ ଏହି ସିଷ୍ଟମରେ ଯିଏ ଆସିଛି Pearlvine International ରେ କିନ୍ତୁ ଯିଏ ଅଳ୍ପ ଅଧିକ Searious (ଆତ୍ମ ଉତ୍ସାହି) ହୋଇ କରିବ ସେହି ମାନଙ୍କ ପାଇଁ ଅଟେ |
ଆମେ ଏହି ସିଷ୍ଟମର ପାୱର ଦେଖିବା |
ମନେକର ଆପଣ ଏହି ସିଷ୍ଟମରେ ଆସି Join ହେଲେ ଆଉ ଏହି ସିଷ୍ଟମରେ କେତେ ଜଣଙ୍କୁ ସଂଜୋଗ (Involve) କରେଇ ପାରିବେ | ଆମେ ଆପଣଙ୍କୁ ହିଁ ପ୍ରଶ୍ନ ପଚାରୁଛୁ ? ଯଦି କୁହାଯିବ କି ଅତି କମରେ ୬ ଜଣଙ୍କ କରିପାରିବେନା ତା'ହେଲେ ୬ ଜଣରୁ ଜାହା ଆପଣଙ୍କୁ ଲାଭ (Profit) ଜିବ ଯେମିତି 6 × 10 = 60 DP ର ଆୟ ଆପଣଙ୍କୁ ମିଲିବ Direct Sponser Income ରୁ ଏହାକୁ ଭାରତୀୟ ମୂଦ୍ରାରେ ଯଦି ପରିବର୍ତ୍ତନ କରିବା (INR 4500) ଟଙ୍କା ହେବ |
ମନେକର ଧରି ନେବା ଆପଣ ଯେଉଁ ମାନଙ୍କୁ ଏଥିରେ ଆସିବାର ସୁଯୋଗ ଦେଲେ ସେମାନେ ପ୍ରଥମ ଲେବୁଲର ହେବେ | 6 ଜଣଙ୍କୁ ସଂଯୋଗ କରେଇଲେ ତେଣୁ ଆପଣଙ୍କୁ ଏହି ଠାରୁ 4500 ଟଙ୍କା ଆୟ ହେଲା | ଏହି ଠାରେ ସବୁ ଶେଷ ହୋଇଗଲା କି ଏହି ସିଷ୍ଟମରେ ? ଉତ୍ତର ହେବ ଯମା ନୁହେଁ | ଯଦି ଆପଣ ଚାହିଁବେ କାମ କରିବାରେ ସକ୍ଷମ ହୋଇଯିବେ ତେବେ ଆପଣଙ୍କ ଦ୍ବିତୀୟ ଲେବୁଲରେ 36 ଜଣ ଆସିଯିବେ | ଏହି 36 ଜଣ ସଦସ୍ୟଙ୍କୁ ଆପଣ ଆଣିଲେ ନାହିଁ ଆପଣ ତ କେବଲ 6 ଜଣଙ୍କୁ ମାତ୍ର ଆଣିଲେ | ଏହି 6 ଜଣ ଆଣିଥିବାରୁ ତାଙ୍କଠୁ ଲାଭ ହେଲା 450 ଟଙ୍କା ଆପଣଙ୍କୁ 1 DP ଯାହା ଟିମ ପ୍ରଫରମେନ୍ସରୁ ମିଲେ ତା'କୁ ଏଠାରେ ଉଳ୍ଲେଖ ନ କରିକି | 40% Upgrade ବିଷୟରେ ଜଣାଉଛୁ ଆପଣଙ୍କୁ ଏବେ, ମନେକର ଏହି 6 ଜଣ ସଦସ୍ୟ (Member) ଏବଂ ଆପଣ ମିଶି କରି ନୂଆ 36 ସଦସ୍ୟଙ୍କୁ ସଂଯୋଗ କରାଇଲେ ଆପଣଙ୍କ ଦ୍ବିତୀୟ ଲେବୁଲ ହୋଇଗଲା | ଆପଣ କରୁନାହାନ୍ତି ଏହି କଥାକୁ ଧ୍ୟାନ ଦିଅନ୍ତୁ | ସେହି 6 ଜଣ ସାମିଲ ଅଛନ୍ତି ଯେଉଁ ମାନଙ୍କୁ ଆପଣ ବାଛି ଏହି ଠାରେ ସଂଯୋଗ କରିଥିଲେ |
ସେହି ପରି ସେମାନେ ମଧ୍ୟ 6 ଜଣ ବାଛିବେ ଯେମିତି 36 ଜଣଙ୍କୁ ସଂଯୋଗ କରିବେ ଏହି ସିଷ୍ଟମରେ | ଯଦି ଏହି 36 ଜଣ ନିଜ ନିଜ କୁ ଦ୍ବିତୀୟ Amazonite ଲେବୁଲରେ କରିବା ପାଇଁ 40 DP ଦେଇ କରନ୍ତି ତେବେ ତାହାଙ୍କର ମଧ୍ୟ 50% ଆପଣଙ୍କ Wallet ରେ ଯିବ 40 DP ର 50% Upgrade Income ଅର୍ଥାତ 20 DP ହେବ ତ ସେହିପରି 36 ଜଣଙ୍କର 36 × 20 = 720 DP ହେବ ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବେ ତେବେ ପାଖା ପାଖି 54000 ଟଙ୍କା ହେବ | ଆପଣଙ୍କ ଦ୍ବିତୀୟ ଲେବୁଲ ର ଇନକମ ହୋଇଗଲା |
ଯଦି ତୃତୀୟ ଲେବୁଲ ର ଜାଣିବା ପାଇଁ ଚାହିଁବା ଏବଂ ଏକ ଲେବୁଲ ବଢ଼ିବା କାମ କରିବା ପାଇଁ, ସବୁ ସମ୍ଭବ ହେବ ଯିଏ କାମ କରିବାକୁ ଆଗ୍ରହ ସହ ନେବ |
ଜଣେ ଆପଣ ହେଲେ ଆଉ ଆପଣଙ୍କ ସେହି 6 ଜଣ ଏବଂ ସେହି 6 ଜଣଙ୍କ ଏହି 36 ଜଣ, ଯଦି ଏହି ସମସ୍ତେ ଆପଣମାନେ ମିଶିକି 7-6 ଜଣ (216)ଙ୍କୁ ସଂଯୋଗ କରେଇବାରେ ସକ୍ଷମ ହୋଇଯିବେ ତେବେ ତ ଆପଣଙ୍କୁ ଜୀବନ ଶୈଳୀରେ ପରିବର୍ତ୍ତନ ହେବ ଉହ୍ନତି ହେବାରେ ଲାଗିବ | ଯାହା ଆପଣ କଲ୍ପନା ମଧ୍ୟ କରିନଥିବେ |
ଯଦି ମାନିକି ଚଲିବା ତୃତୀୟ ଲେବୁଲରେ ଆପଣଙ୍କ 216 ହେଲେ ସେହି 216 ଜଣ ଯେତେବେଲେ ନିଜକୁ ନିଜ ତୃତୀୟ ଲେବୁଲରେ Bonanza 2020 Upgrade କରିବା ପାଇଁ 100 DP ଦେଇ କରାନ୍ତି ତେବେ ତାଙ୍କୁ Amber ର ବୋନସ 655356 DP ଅର୍ଥାତ 4,91,51,700 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ |
ଏହା କରିବା ଦ୍ବାରା ତୃତୀୟ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |
ଯେତେବେଲେ 216 ଜଣ ତାଙ୍କର ତୃତୀୟ ଲେବୁଲ Bonanza 2020 Upgrade କରିବେ 100 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 40% ପ୍ରତିଶତ ହିସାବରେ ଅର୍ଥାତ 40 DP 216 × 40 = 8640 DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା 8640 DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ 648,000 ଟଙ୍କା ଆପଣଙ୍କ ତୃତୀୟ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ |
ଯଦି ମାନିକି ଚଲିବା ଚତୁର୍ଥ ଲେବୁଲରେ ଆପଣଙ୍କ 1296 ହେଲେ ସେହି 1296 ଜଣ ଯେତେବେଲେ ନିଜକୁ ନିଜ ଚତୁର୍ଥ ଲେବୁଲରେ Bonanza 2020 Upgrade କରିବା ପାଇଁ 200 DP ଦେଇ କରାନ୍ତି ତେବେ ତାଙ୍କୁ Beryl ର ବୋନସ 1310720 DP ଅର୍ଥାତ 98,304,000 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ |
ଏହା କରିବା ଦ୍ବାରା ଚତୁର୍ଥ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |
ଯେତେବେଲେ 1296 ଜଣ ତାଙ୍କର ଚତୁର୍ଥ ଲେବୁଲ Bonanza 2020 Upgrade କରିବେ 200 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 40% ପ୍ରତିଶତ ହିସାବରେ ଅର୍ଥାତ 80 DP 1296 × 80 = 103,680 DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା 103,680 DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ 7,776,000 ଟଙ୍କା ଆପଣଙ୍କ ଚତୁର୍ଥ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ |
ଯଦି ମାନିକି ଚଲିବା ପଞ୍ଚମ ଲେବୁଲରେ ଆପଣଙ୍କ 7786 ହେଲେ ସେହି 7786 ଜଣ ଯେତେବେଲେ ନିଜକୁ ନିଜ ପଞ୍ଚମ ଲେବୁଲରେ Bonanza 2020 Upgrade କରିବା ପାଇଁ 500 DP ଦେଇ କରାନ୍ତି ତେବେ ତାଙ୍କୁ Exelsior ର ବୋନସ 1310720 DP ଅର୍ଥାତ 98,304,000 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ |
ଏହା କରିବା ଦ୍ବାରା ପଞ୍ଚମ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |
ଯେତେବେଲେ ୭୭୭୬ ଜଣ ତାଙ୍କର ପଞ୍ଚମ ଲେବୁଲ Upgrade କରିବେ 500 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 40% ପ୍ରତିଶତ ହିସାବରେ ଅର୍ଥାତ 300 DP 7776 × 300 = 2,332,800 DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା 2,332,800 DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ 174,960,000 ଟଙ୍କା ଆପଣଙ୍କ ପଞ୍ଚମ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ | ଏ ପର୍ଯ୍ୟନ୍ତ ଯାହା ଥିଲା ଆମେ ଆପଣଙ୍କୁ ଜଣାଇଲୁ | ଏହି ସିଷ୍ଟମ ବିଷୟରେ ଆମେ ଆପଣଙ୍କୁ ଜଣେଇଲୁ ତା'ପରେ କେତେ ଦେଶରେ କାମ କରୁଛି କହି ଦେଇଛୁ | ଆପଣ ଚାହିବେ ତ ଇଣ୍ଟରନେଟରେ Search କରି ପାରିବେ | ଚାହିବେ Google, Crom ହେଉ ଅବା ଯେ କୌଣସି ଠାରେ ଖୋଜି ପାରିବେ | ଆମେ ଉପସ୍ଥାପନା କଲୁ ଏବଂ ଆପଣଙ୍କୁ ଜଣେଇଲୁ କିପରି ବୋନସ ଆସେ ଓ ବୋନସ ଟଙ୍କା ଉଠେଇବା ପାଇଁ କ'ଣ କରିବାକୁ ପଡ଼େ | Bonanza 2020 Update Income କ'ଣ | Direct Income କେତେ ମିଲେ ସବୁ କିଛି ଭଲ ଭାବରେ ଆମେ ଆପଣଙ୍କୁ ଜଣେଇଲୁ |
Free Registration link's
https://pearlvine.com/register.php?sponsor_by=100277567122
(c) Autopool Income
(d) Up-Grade Income
(e) Fortune Wallate (Royalty Income)
(f) Bonanza 2020
(g) Mynt Growth Income
(i) Passbook
(j) First Trake Income Bonanza 2020
(k) Team Perferamance Income Bonanza 2020
(l) Autopool Income Bonanza 2020
(m) Up-Grade Income Bonanza 2020
(n) Fortune Croud Found Bonanza 2020
|
USER |
Round 1 |
Round 2 |
Round 3 |
Round 4 |
Round 5 |
Round 6 |
Round 7 |
Round 8 |
Round
Total |
|
Pearl |
0.40 |
16 |
64 |
256 |
512 |
2948 |
8192 |
32768 |
43856.40 |
|
Coral |
8 |
32 |
256 |
1024 |
2048 |
8192 |
92768 |
131072 |
175400 |
|
Onyx |
20 |
80 |
640 |
1536 |
6144 |
24576 |
98304 |
393216 |
524516 |
|
Quartz |
200 |
800 |
6400 |
15360 |
61400 |
245760 |
983040 |
3932160 |
5245160 |
|
Amesthyst |
1000 |
4000 |
32000 |
76800 |
307200 |
1228800 |
4915200 |
1966000 |
26225800 |
|
Topaz |
2000 |
8000 |
64000 |
153600 |
614400 |
2457600 |
9830400 |
39921600 |
52451600 |
|
Ruby |
3228 |
12928 |
103360 |
248576 |
991744 |
3966976 |
1586790 |
63471616 |
18666332.4 |
|
Free
registration Link's |
Bonanza 2020
|
USER |
Round 1 |
Round 2 |
Round 3 |
Round 4 |
Round 5 |
Round 6 |
Round 7 |
Round 8 |
Round
Total |
|
Agate |
4 |
16 |
64 |
256 |
1024 |
4096 |
16334 |
65536 |
87330 |
|
Amazonite |
12 |
48 |
192 |
762 |
3072 |
12288 |
49152 |
196608 |
262140 |
|
Amber |
30 |
120 |
480 |
1920 |
7680 |
30726 |
122880 |
491520 |
655356 |
|
Beryl |
60 |
240 |
960 |
3840 |
15380 |
61440 |
245760 |
983040 |
1310720 |
|
Exelciar |
150 |
600 |
2400 |
9600 |
38400 |
153600 |
614400 |
2457600 |
3276750 |
|
Emerald |
240 |
960 |
3840 |
15360 |
60440 |
245760 |
983040 |
39336160 |
40666200 |
Comments
Post a Comment