Pearlvine.com plan 'A' odia

PEARLVINE.COM ( Plan "A" )

Pearlvine International

https://youtu.be/nfXqV0ZAz3M

ଏହା ଏକ ସ୍ବୟମ ସମ୍ପୁର୍ଣ୍ଣ Software Based Application ଅଟେ | ଯେମିତି ଆମେ ବ୍ୟବହାର କରୁ ଦୈନନ୍ଦିନ ଜୀବନରେ Google, Youtube, Facebook, Whatsaap, Phone Pay, Google Pay, ଇତ୍ୟାଦି ସେମିତି Pearlvine International ମଧ୍ୟ ସେହି ପରି ଏକ Application ଅଟେ |

ଆସନ୍ତୁ ଜାଣିବା Google, Facebbok  ଇତ୍ୟାଦି ଏହି ସବୁ Application ଅଟେ, ତେବେ Pearlvine International ଏମାନଙ୍କ ସବୁ ଠାରୁ କିପରି ଭିହ୍ନ ତାହା ଆମେ ଭଲ ଭାବରେ ଜାଣିବା |

ଯେମିତି କେହି କିଛି ଜିନିଷ କାହାକୁ ବିକ୍ରି କରିବା ପାଇଁ ଚେଷ୍ଟା କରେ ତ କ୍ରେତାର ମନରେ ଆସେ ଯେ' ଏହା କ'ଣ Company ତ ନୁହେଁ କି ? ତେଣୁ ଆମେ ଜାଣିବା ଏହା କ'ଣ Company କି ନୁହେଁ ସ୍ପଷ୍ଟ ରୂପରେ |

ଏହା କୌଣସି କମ୍ପାନୀ ନୁହେଁ |

ଏହା କେବଲ Software/Application (ସପ୍ଟୱେର/ଏପ୍ଲିକେସନ)

ତା'ହେଲେ ଏହି ସବୁ Google, Youtube, Facebook, Whatsaap, ଆଦି Application କୁ ଦେଖିବା 

ଯେମିତି Google କୁ ଆମେ କାହିଁକି ବ୍ୟବହାର କରୁ ?

ଗୁଗୁଲ ଏକ Search Engine ର କାମ କରେ ଏଣୁ ଆମେ ବିଭିହ୍ନ ଜିନିଷ ଜାଣିବା ପାଇଁ ବ୍ୟବହାର କରିଥାଉଁ |

Youtube କୁ ଆମେ କାହିଁକ ବ୍ୟବହାର କରୁ ? ୟୁଟ୍ୟୁବ ରେ ଆମେ ମନୋରଞ୍ଜନ/ଶିକ୍ଷା ଆଦି ପାଇଁ ବ୍ୟବହାର କରୁ |

Facebook କୁ ଆମେ କାହିଁକି ବ୍ୟବହାର କରୁ ? ଫେସବୁକ ରେ ଆମେ ଆମର ପୁରୁଣା ସାଙ୍ଗ ମାନଙ୍କୁ ଖୋଜି ପାରୁ ଏବଂ ଚାଟିଙ୍ଗ କରିପାରୁ |

Whatsaap କୁ ଆମେ କାହିଁକି ବ୍ୟବହାର କରୁ ? ହ୍ବାଟସଏଫ ରେ ଆମେ Chatting ଓ Video Call କରି ପାରିପରି ଥାଉ |

Phone Pay କୁ ଆମେ କାହିଁକି ବ୍ୟବହାର କରୁ ? ଫୋନ-ପେ ରେ ଆମେ ଟଙ୍କା ପଠେଇ ପାରୁ ମୋବାଇଲ ମାଧ୍ୟମରେ ଇତ୍ୟାଦୀ

କିନ୍ତୁ ଏହି ସମସ୍ତ ଏପ୍ଲିକେସନ କୁ କେତେବେଲେ ବ୍ୟବହାର କରୁ ଯେତେବେଲେ ଏହାର ଆବଶ୍ୟକତା ପଡ଼େ, କେବେ ଆମକୁ Google ର ଆବଶ୍ୟକତା ପଡ଼ିଲେ ସେବେ ଆମେ Whatsaap ର ବ୍ୟବହାର କରି ନ ଥାଉ |

ତେବେ ଏହି Pearlvine Application କୁ କିଏ କାହିଁକି ବ୍ୟବହାର କରିବ ଏହା ବିଷୟରେ ଆସନ୍ତୁ ଅଧିକ ଜାଣିବା |

Pearlivine ର ଏକ କାମ ଅଟେ ଯାହା କିଁ ଗୁଗୁଲ, ୟୁଟ୍ୟୁବ ଆଦି ଏପ୍ଲିକେସନ ଠୁ ଅଲଗା ତାହା ହେଲା Digital Account Opening କରିବାର କାରବାର ଅଟେ |

Digital Account Opening କ'ଣ ଅଟେ ଆମେ ଜାଣିବା |

ଆମେ ସମସ୍ତେ ଆଜି ପର୍ଯ୍ୟନ୍ତ ଯେ କୌଣସି ପ୍ରକାରରେ ଯେ କୌଣସି ରୂପରେ କେଉଁଠି ନା କେଉଁଠି Account Opening କରିଛୁ ଯାହା SBI ବ୍ୟାଙ୍କରୁ ହେଉ ଅଥବା ଆଞ୍ଚଲିକ ବ୍ୟାଙ୍କରୁ ହେଉ | କିନ୍ତୁ Pearlivine ଠାରେ ଏକାଉଣ୍ଟ ଖୋଲିବା ପରେ କ'ଣ ଲାଭ ହେବ ତା'ହା ଆପଣ ଜଣିପାରିବେ | 

ପ୍ରକୃତରେ ଆଜି କାଲି ଦେଖିବା ତ ଯେ କୈଣସି କା'ମ Online ମାଧ୍ୟମରେ ହେଉଛି ସବୁ କାମ Digital way ରେ ହେଉଛି ସେହି ପରି ଏହି ଠାରେ ମଧ୍ୟ Pearlvine.com Digital Account Opening ର କାମ କରୁଛି |

ଉଦାହରଣ ନେବା Phone Pay ର ବ୍ୟବହାର କରୁ Google Pay Application ଯେପରି ଭାବରେ ବ୍ୟବହାର କରୁ ସେହି ପ୍ରକାରର Pearlvine ର ମଧ୍ୟ ଏକ Application ଅଛି ତାହା ମଧ୍ୟ Play Store ରେ ଉପଲବ୍ଧ ସବୁ ସମୟରେ |

ଏବେ ଜାଣିବା Pearlvine System ରେ ପ୍ରବେଶ ହେବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ କେମିତି କରିବାକୁ ହେବ ତାହା ଜାଣିବା |

ତାହା ଆଗରୁ ଆମେ ଜାଣିନେବା ଯେ ଯେଉଁ କାରଣ ଯୋଗୁଁ Pearlvine Application ର ବ୍ୟବହାର ଆଜିର ସମୟରେ ଅତିକମରେ ପାଞ୍ଚ କରୋଡ଼ ଲୋକ କରୁଛନ୍ତି ତେବେ ସେହି କାରଣ କ'ଣ  (ବର୍ତ୍ତମାନ ସମୟରେ)

ଯେଉଁ ପ୍ରକାରରେ ଆମେ Google, Whatsaap, Phone Pay କୁ ବ୍ୟବହାର କରୁ କୌଣସି ନା କୌଣସି କାମ ପାଇଁ, ସେହିପରି ଆଜିର ସମୟରେ www.pearlvine ର ବ୍ୟବହାର କେଉଁ କାରଣ ପାଇଁ କରିବା ?

ଯଦି ସିଧାସଲଖ ଦେଖିବା ତେବେ ଯେ କୌଣସି ଲୋକ କ'ଣ ପାଇବା ପାଇଁ କାମ କରେ ?

ପଢ଼ା ପଢ଼ୀ କରି କାମ କରନ୍ତୁ ଅଥବା ବ୍ୟବସାୟ ମାଧ୍ୟମରେ କାମ କରନ୍ତୁ ଯେ କୌଣସି ଉପାୟରେ କାମ କରନ୍ତୁ ତେବେ କାମ କ'ଣ ପାଇଁ କରନ୍ତି ସମସ୍ତେ, ତା'ହେଲେ ଉତ୍ତର ଆସିବ କେବଲ ଟଙ୍କା ଉପାର୍ଜନ କରିବା ପାଇଁ ହିଁ କେବଲ |

ମୂଲ ଲାଗି କାମ କଲେ ଅବା ଛୋଟ ବ୍ୟବସାୟ କଲେ ଯେ ପର୍ଯ୍ୟନ୍ତ କାମ କରୁଥିବା ସେ ପର୍ଯ୍ୟନ୍ତ ଟଙ୍କା ଉପାର୍ଜନ କରିଚାଲୁଥିବେ | ପଢ଼ା ପଢ଼ୀ ମାଧ୍ୟମରେ ଗଲେ କିଛି ଅଧିକ ଟଙ୍କା ମିଲିବ, ବସ ଏହା ହିଁ ସବୁ |  ଯେ କୌଣସି ଲୋକ ଟଙ୍କା ପାଇଁ ହିଁ କାମ କରେ, ଆପଣଙ୍କୁ ଏମିତି କୌଣସି ବ୍ୟକ୍ତି ମିଲିବେ ନାହିଁ ଯେ ବିନା ଟଙ୍କା ପଇସାରେ କାମ କରିବ |

କିନ୍ତୁ ଦେଖିବା Pearlvine System ଆମକୁ କ'ଣ ଦେଇ ପାରିବ ? ........  ଏହା ବଡ଼ କଥା |

ଏହି ସିଷ୍ଟମ ଆମକୁ Money Operchunity ଦିଏ, ଏହାର ଅର୍ଥ ଟଙ୍କା ଉପାର୍ଜନ କରିବା କେମିତି ? Pearlvine System ରୁ  ଏହି ତଥ୍ୟକୁ ଏହି ପର୍ଲଭାଇନ ସିଷ୍ଟମ ବହୁତ ଭଲ ଭାବରେ ଶିଖାଇବ | ସେ ବିଷୟରେ ଜାଣିବା |

ତା' ଆଗରୁ ଆମେ ଆପଣଙ୍କୁ ଏହି Pearlvine Application ବିଷୟରେ ଜଣାଇବୁ ଏହା କ'ଣ | ଏହି ସିଷ୍ଟମ ପ୍ରଥମେ USA ରୁ ପ୍ରାରମ୍ଭ ହେଲା 2015 December ମାସରେ | ଏହି System ର Founder Member ହେଉଛନ୍ତି Dr. Danial Johnson ଏବଂ ଆମ ଭାରତରେ 2018 ରେ ଆସିଲା | ବର୍ତ୍ତମାନ ସମୟରେ ବିଶ୍ବର 159 ଟି ଦେଶରେ Account Opening ର କାମ କରି ଚାଲିଛି | 

କଥା ହେଲା ବର୍ତ୍ତମାନ ଏହା ଯେ ଆପଣମାନେ ମଧ୍ୟ ଭଲରେ ବୁଝିପାରୁଥିବେ ଯେ କୌଣସି ଜିନିଷ ଖରାପ ହୋଇଥିଲେ ଗୋଟିଏ ସ୍ଥାନରେ ବ୍ୟବସାୟ ସଙ୍କୁଚିତ ହୋଇ ଯାଇଥାନ୍ତା କିନ୍ତୁ ଗୋଟିଏ ସ୍ଥାନରୁ ଅନ୍ୟ ଜାଗା ମାନଙ୍କରେ ପ୍ରସାରିତ ହୋଇ 159 ଦେଶରେ ବିସ୍ତାରିତ ହେବା କିଛି କମ କଥା ନୁହେଁ |

ଏହା 159 ଦେଶରେ Account Opening କରିବା କାମ କରୁଛି ଏହା ସ୍ପଷ୍ଟ ଏହିକିଯେ System ରେ ଦମ (ତାକତ) ଅଛି |

ବର୍ତ୍ତମାନ ଜାଣିବା Pearlvine System କାମ କେଉଁ ବିଷୟରେ କରେ | ପର୍ଲଭାଇନ ଇନ୍ଟରନେସନଲ କାମ କରେ Crowd Funding ରେ

ଆଜିର ଦିନରେ ସବୁଠୁ ସହଜ ଓ ସରଳ ଟଙ୍କାକୁ ଏକତ୍ର କରିବା ତା'ହା ହେଲା Crowd Funding ହିଁ ଅଟେ | ଏହି କ୍ରାଉଡ଼ ଫଣ୍ଡିଙ୍ଗ ରେ ପର୍ଲଭାଇନ ସିଷ୍ଟମ କାମ କରେ, ତେବେ ଆସନ୍ତୁ ଆମେ ଜାଣିବା କ'ଣ ଏ ବିଷୟରେ ବୁଝିବା ଏକ ଉଦାହରଣ ମାଧ୍ୟମରେ |

ମନେକର ଆମେ ଗୋଟିଏ ଅଞ୍ଚଲର ଏକ ଗ୍ୟାସ ଏଜେନ୍ସିର ଗ୍ରାହକ 10000 ଅଛନ୍ତି | ଗ୍ୟାସ ସିଲିଣ୍ଡର ର ମୂଲ୍ୟ 598 ଟଙ୍କା | ଆପଣ ଗ୍ୟାସ ନେବା ପାଇଁ ଆସିଲେ  ଏବଂ 600 ଟଙ୍କା ଦେଲେ ଏବଂ ସେଠାରେ ଥିବା ଏଜେନ୍ସି ର ଲୋକ ତାଙ୍କ ପାଖରେ ଖୁଚୁରା ପଇସା ନଥିବା ଆଳରେ ଆପଣଙ୍କୁ 2 ଟଙ୍କା ଫେରେଇଲେ ନାହିଁ ସେହି କାରଣରୁ ଆପଣଙ୍କ 2 ଟଙ୍କା ରହି ଗଲା ସେଠାରେ, ଏହି 2 ଟଙ୍କା ଆପଣମାନେ ଛାଡ଼ି ଦିଅନ୍ତି କାରଣ ଏହା ଏକ ଖୁଚୁରା କମ ଟଙ୍କା ବୋଲି |

କିନ୍ତୁ ଦେଖାଯାଏ 10 ଜଣ ଏହି 2 ଟଙ୍କା ଆପଣଙ୍କ ଭଲି ଛାଡ଼ି ଦିଅନ୍ତି ତେବେ 20 ଟଙ୍କା ହୋଇଜିବ ସାଧାରଣ ଜୀବନ ଯାପନରେ ଏହି ଟଙ୍କା ମୂଲ୍ୟ ବେଶୀ | ସେହିପରି ଯଦି 100 ଜଣଙ୍କଠୁ ଏପରି ନେଲେ 200 ଟଙ୍କା ହେବ | 10000 ଜଣଙ୍କଠୁ ଯଦି 2 ଟଙ୍କା ଏହିପରି ନିଆଯାଏ ତେବେ 20000 ଟଙ୍କା ହେବ ଏହି କୋଡ଼ିଏ ହଜାର ଟଙ୍କା ବହୁତ ବଡ଼ ମୂଲ୍ୟ ଅଟେ | ଠିକ ସେହିପରି ଯଦି 20000 ହଜାର ଲୋକଙ୍କ ଠାରୁ 2 ଟଙ୍କା ଲେଖାଏ ଏପରି କୌଣସି ପ୍ରକାରରେ ନିଆଯାଏ ତେବେ 40000 ଟଙ୍କା ହୋଇଯିବ | 2 ଟଙ୍କା ବଦଲରେ ଚାଲିସ ହଜାର ଟଙ୍କା କେତେ ବଡ଼ ମୂଲ୍ୟର ଆପଣମାନେ ସମସ୍ତେ ଜାଣିଛନ୍ତି | ଏହି ହିସାବ ମାସକର ତେବେ ଯଦି ବର୍ଷକର ହିସାବ କରାଯାଏ ତେବେ 12 ମାସର କେତେ ହେବ, ଛାଡନ୍ତୁ ଯଦି ଆମେ 10 ମାସର ଏହିପରି ଟଙ୍କା ଏଜେନ୍ସିକୁ ଯାଏ ଗ୍ରାହକଙ୍କ ଠାରୁ 2 ଟଙ୍କା ଲେଖାଏ  ତେବେ 4 ଲକ୍ଷ ଟଙ୍କା ଜମା ହୋଇଯିବ ଏହି 4 ଲକ୍ଷର କୈଣସି ମା-ବାପା ନାହିଁ ହିସାବ ନାହିଁ ଏହି 2 ଟଙ୍କାର ଅବଦାନରେ 4 ଲକ୍ଷ ଟଙ୍କା ଜମା ହୋଇ ଗଲା, ଏବେ କହନ୍ତୁ ଏହି 4 ଲକ୍ଷ କେତେ ବଡ଼ ମୂଲ୍ୟର ଟଙ୍କା ଅଟେ ଆମ ସମସ୍ତଙ୍କ ପାଇଁ ଯଦି ଆପଣଙ୍କୁ କୁହାଯାଏ 4 ଲକ୍ଷ ଟଙ୍କା ଛାଡ଼ି ଦେବା ପାଇଁ ତେବେ ଆପଣ ଛାଡ଼ିବେ କି ? ନାହିଁ | କିନ୍ତୁ ଏହି 2 ଟଙ୍କାର କାରଣ ଯୋଗୁଁ  4 ଲକ୍ଷ ଟଙ୍କା ଜମା ହୋଇଗଲା | ଏହା ହିଁ ହେଉଛି Crowd Founding ର Power |

ଏହି କ୍ରାଉଡ଼ ଫଣ୍ଡିଙ୍ଗ ପାୱର System ନେଇଛି Pearlvine International  ନିଜର କାମ Software System ରେ କରୁଛି |

Pearlvine International System ରେ ପ୍ରବେଶ ହେବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ |

ଆମକୁ ପ୍ରଥମ ଥର ପାଇଁ 30 DP (30 Digital Point) ସ୍ବଲ୍ପ ପୁଞ୍ଜୀ ନିବେଶ ରୁ ଆରମ୍ଭ କରିବାକୁ ହେବ | 30 DP Pearlvine International System କୁ ଦେଇ Digital Account Opening କରାଇବା ତେବେ ଆମକୁ ଏକ Wallet ମିଲିବ | ଯଦି 30 DP ଡ଼ଲାର କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରାଯାଏ ତେବେ ଅନୁମାନିକ ଟଙ୍କା 2250 ହେବ | ଯେ କୌଣସି ବ୍ୟକ୍ତି ଏହି ଟଙ୍କା 2250 ଦେଇ ଏକାଉଣ୍ଟ ଖୋଲେ ତାଙ୍କୁ କ'ଣ ମିଲିବ ତାହା ଏବେ ଜଣାଇବୁ |

Pearlvine International System ପ୍ରତୈକଟି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ତିନି ପ୍ରକାରର ଲାଭ ଦେଇଥାଏ |

ଏହାର ପ୍ରଥମ ଲାଭ ହେଉଛି : କିଛି ନ କରି କି ମଧ୍ୟ ଲାଭ 

କାର୍ଯ୍ୟ ନ କରି ମଧ୍ୟ ଉପାର୍ଜନ ବିଷୟରେ ଶୁଣି ଯେ କୌଣସି ବ୍ୟକ୍ତି ଆନନ୍ଦରେ ଭରି ଯାଏ ଯେ ଜାହା ହେଉ ଏହି ସିଷ୍ଟମ ବିନା କାମରେ ତ କିଛି ନା କିଛି ଦେଉଛି |

ଓ ଦ୍ବିତୀୟ ଲାଭ ହେଉଛି : କାର୍ଯ୍ୟ କରି ଲାଭ ନେବା | କାମ କେଉଁ ଠାରେ କଲେ ମଧ୍ୟ ଟଙ୍କା ଯେ କୌଣସି ସିଷ୍ଟମ ଦେବ | 

ଏବଂ ତୃତିୟ ହେଲା Investment Plan [Mynt] ରେ (ଇନଭେଷ୍ଟମେନ୍ଟ)

ପ୍ରଥମ ଲାଭ Non Working ରୁ ଯାହା ମିଲିବ ତାହା କୌଣସି ପ୍ରକାରରେ ଛେଟ Amount ନୁହେଁ, ବହୁତ ବଡ଼ ମୂଲ୍ୟର 45856.40 DP ଡ଼ଲାର ବୋନସ ରୂପରେ ଅର୍ଥାତ ଆଠ ଟି Instalment ରେ ମିଲେ |

କିନ୍ତୁ ଆଗକୁ ଜାଣିବା ଦ୍ବିତୀୟ ଲାଭ Working Income ବିଷୟରେ 

କାର୍ଯ୍ୟ କରିକି Income ନେବାକୁ ଚାହିଁବା ତେବେ Pearlvine International System ଆମକୁ ନଅ ପ୍ରକାର ଲାଭ ଦେଉଛି ସେଗୁଡ଼ିକ ହେଲା |

(a) First Trake Income

(b) Team Perferamance Income

(c) Autopool Income

(d) Up-Grade Income 

(e) Fortune Wallate (Royalty Income)

(f) Bonanza 2020

(g) Mynt Growth Income

(h) Bungki Card  (E-ATM)

(i) Passbook

(j) First Trake Income Bonanza 2020 

(k) Team Perferamance Income Bonanza 2020 

(l) Autopool Income Bonanza 2020 

(m) Up-Grade Income Bonanza 2020 


ନିର୍ଭର କରେ ଆପଣ କ'ଣ କରିବେ ଓ କ'ଣ ନ କରିବେ ଏହା ଉପରେ |

ସର୍ବ ପ୍ରଥମେ ଆମକୁ ଜାଣିବାକୁ ହେବ ଏହି ସାତ ପ୍ରକାରର Income (ଆୟ) କ'ଣ କ'ଣ ?

(a) First Trake Income

ଏହା ଏକ ଏମିତି Income ଅଟେ ଯାହା ଆମ ସମସ୍ତଙ୍କୁ କୌଣସି ନା କୌଣସି ପ୍ରକାରେ କାମ କରୁ କିନ୍ତୁ ଆମକୁ ଏହି ଠାରୁ ମିଲେ ଯାହା ଆମେ କୌଣସି Application ବ୍ୟବହାର କରୁ ଯେମିତି  Like, Phone Pay, Snack Video, Google Pay ଆଦିକୁ ବ୍ୟବହାର କରୁ ଏବଂ ସାଙ୍ଗ ସାଥିମାନଙ୍କୁ Share କରୁ ତେବେ ବୋନସ ଆକାରରେ Phone Pay Application ର ବ୍ୟବହାରେ 150 ଟଙ୍କା କେସ୍ ବେକ ଦିଏ ବର୍ତ୍ତମାନ  Google Pay 60 ଟଙ୍କା ଦେଉଛି | 

କିନ୍ତୁ ଆପଣ କାହାକୁ Pearlvine Application ରେ Account Active କରାନ୍ତି ତେବେ ଆପଣଙ୍କୁ Direct 40% ମିଲିବ ଅର୍ଥାତ 30 DP ରୁ 12 DP ଆପଣଙ୍କ wallet ରେ ଆସିବ ଏକାଉଣ୍ଚ ଏକ୍ଟିଭ ହେବାର କ୍ଷଣକ ମଧ୍ୟରେ 12 DP ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କଲେ ଅନୁମାନିକ 900 ଟଙ୍କା ହେବ |

ଏହି Pearlvine International ରେ ଆପଣ ଯେତେ ପାରିବେ ସେତେ Account କୁ ଖୋଲେଇ ପାରିବେ Sponser ଭାବରେ ଏବଂ Direct Income ଅର୍ଥାତ First Trake Income ପାଇ ପାରିବେ | ଆପଣ ଅସଂଖ୍ୟ ଲୋକଙ୍କୁ ଏଥିରେ ସୁଯୋଗ ଦେଇପାରିବେ | ତା'ହା ଆପଣଙ୍କ ଉପରେ ନିର୍ଭର କରେ |

(b) Team Performance Income

ଏହା ବହୁତ ବଡ଼ ଉପାର୍ଜନ ସ୍ରୋତ, ବର୍ତ୍ତମାନ ଛୋଟ Income ଭଲି ଦେଖାଯାଉଛି | ଏହି ସିଷ୍ଟମରେ ଆପଣଙ୍କ ଟିମ ବଡ଼ ହୋଇଯିବ ତେବେ ଆପଣଙ୍କ ବହୁତ ବଡ଼ Income ର ମାଧ୍ୟମ ହେବ (ଯେମିତି Mynt Growth, Mynt Bye Income ଓ Mynt Sale Income {ଏହାର ବର୍ଣ୍ଣନା Income (f)(g)(h) ରେ କରିବା}

Team Performance Income

ମନେକର ଆପଣ ଯଦି ଆପଣଙ୍କ ଏକ Account Opening କରନ୍ତି  (A1) ଏବଂ ଆପଣଙ୍କୁ ଏହି Pearlvine System ବହୁତ ଭଲ ଲାଗିଲା ଓ ଆପଣ କାମ କରିବାକୁ ଲାଗିଲେ ଏ ଭିତରେ ଆପଣ ଆପଣଙ୍କ ବନ୍ଧୁଙ୍କୁ ଏ ସମସ୍ତ ବିଷୟରେ ଜଣାଇଲେ ସେ (B1) ଏହାକୁ ବୁଝି ତାର Pearlvine Opening କରି Active କଲା ତେବେ ଆପଣଙ୍କୁ 12 DP ଆପଣଙ୍କ Wallet ରେ ଆସିବ (40% Direct Income) ତା'ପରେ B1 ସମସ୍ତ ଜିନିଷ Pearlvine International ବିଷୟରେ ଦେଖିବୁଝି System ଉପରେ ବିଶ୍ବାସ କରି ଏହା ଠିକ ରୂପରେ ତା'ହାର କାମ କରୁଛି ଜାଣି ସେ ମଧ୍ୟ ତାର ଏକ ସାଙ୍ଗ (C1) କୁ କହି ଏ ସମସ୍ତ ବିଷୟରେ ପୁଙ୍ଖାନୁ ପୁଙ୍ଖ, ବୁଝିଲା ପରେ Account ଖୋଲାଇ Active କରିଦେଲେ ତାହେଲେ System ସେହି କ୍ଷଣି B1 କୁ 40% ର ଫାଷ୍ଟ ଟ୍ରେକ ଇନକମ Wallet ରେ ପଠେଇ ଦେବ |

ହଁ ମାତ୍ର ଭାବିବାର ଜନିଷ ଏହି ଯେ C1 ର Account ଖୋଲିଲା ପରେ A1 କୁ କ'ଣ ଯିବା କଥା କିଁ ! ନ ଯିବା କଥା କିନ୍ତୁ B1 ର ଏକାଉଣ୍ଟ A1 ଖୋଲି ନଥିଲେ C1 ର Account ଖୋଲି ହୋଇ ନ ଥାନ୍ତା ଏହା ସେହି ମୂଖ୍ୟ କାରଣ ସେହି ଯୋଗୁଁ C1 ଏକାଉଣ୍ଟ ଖୋଲିବାରୁ A1 କୁ 1.25 DP ତାହାର Wallet ରେ ମିଲିବ |

ଏହି Team Performance Income କେତେ ସମୟ ପର୍ଯ୍ୟନ୍ତ ମିଲିବ ?

ଏହି 1.25 DP ଆପଣଙ୍କୁ Upto 8th Level ପର୍ଯ୍ୟନ୍ତ ମିଲିବ | 

ସେହି ID ର ସମସ୍ତ Up-line ଆଠ ଲେବୁଲ ଉପର Id କୁ ବାଣ୍ଟି ହୋଇଯିବ ସାଙ୍ଗେ ସାଙ୍ଗେ |

ପ୍ରଥମ ଅପ-ଲାଇନ କୁ 1.25 DP

ଦ୍ବିତୀୟ ଅପ-ଲାଇନ କୁ 1.25 DP

ତୃତୀୟ ଅପ-ଲାଇନ କୁ 1.25 DP

ଚତୁର୍ଥ ଅପ-ଲାଇନ କୁ 1.25 DP

ପଞ୍ଚମ ଅପ-ଲାଇନ କୁ 1.25 DP

ଷଷ୍ଠ ଅପ-ଲାଇନ କୁ 1.25 DP

ସପ୍ତମ ଅପ-ଲାଇନ କୁ 1.25 DP

ଅଷ୍ଟମ ଅପ-ଲାଇନ କୁ 1.25 DP

ଏମିତି 10 DP Distribute ହେବ |

ମନେକର A1, A2, A3, A4, A5 ଗୋଟିଏ lavel (ପାହାଚ) ହେବ 

B1, B2, B3, B4, B5, ଦ୍ବିତୀୟ ପାହାଚ 

ସେହିପରି C1, C2, C3, C4, C5 ତୃତୀୟ ପାହାଚ ଏମିତି ଅଷ୍ଟମ ପାହାଚ ପର୍ଯ୍ୟନ୍ତ ଯେତେ ଜଣ ଆପଣଙ୍କ ପରେ Account Active କରିବେ ଆପଣଙ୍କୁ ମିଲି ଚାଲୁଥିବ |

(c) AutoPool Income 

ଏହି ଅଟୋପୁଲ ଗୋଟେ Bonous ପରି ହିଁ ଅଟେ | ଆଗରୁ ପଢ଼ୀ ଥିଲେ Non Working Income 45856 DP ବୋନସ | ଏବେ ଜାଣିବା ବୋନସ କେବେ ଆଉ କେତେ ଦିଏ System ଏହି ବିଷୟରେ ଜାଣିବା |

ଆଠ ଟି Instalment ରେ ଦିଏ |

ପ୍ରଥମ Instalment ଆସିବ 0.40 DP

ଦ୍ବିତୀୟ  କିସ୍ତି ଆସିବ 16 DP

ତୃତୀୟ  କିସ୍ତି ଆସିବ 64 DP

ଚତୁର୍ଥ  କିସ୍ତି ଆସିବ 256 DP

ପଞ୍ଚମ  କିସ୍ତି ଆସିବ 572 DP

ଷଷ୍ଠ  କିସ୍ତି ଆସିବ 2048 DP

ସପ୍ତମ  କିସ୍ତି ଆସିବ 8140 DP

ଅଷ୍ଟମ  କିସ୍ତି ଆସିବ 32768 DP

ସମୁଦାୟ 43856 DP ହେବ ଯଦି ଏହାକୁ ଭାରତୀୟ ମୁଦ୍ରାରେ ରୂପାନ୍ତରିତ କରିବା ତେବେ ପାଖାପାଖି 32,89,230 ଟଙ୍କା ହେବ |

ଏକ ପ୍ରକାର ଯଦି ଧରାଯାଏ ଯେ 

ପ୍ରଥମ ର କିସ୍ତି Autopool 8 ମାସରେ ଆସେ

ଦ୍ବିତୀୟ ର କିସ୍ତି Autopool 12 ମାସରେ ଆସେ

ତୃତୀୟ ର କିସ୍ତି Autopool 18 ମାସରେ ଆସେ 

ଚତୁର୍ଥ ର କିସ୍ତି Autopool 24 ମାସରେ ଆସେ

ପଞ୍ଚମ ର କିସ୍ତି Autopool 30 ମାସରେ ଆସେ  

ଷଷ୍ଠ ର କିସ୍ତି Autopool 36 ମାସରେ ଆସେ 

ସପ୍ତମ ର କିସ୍ତି Autopool 42 ମାସରେ ଆସେ 

ଅଷ୍ଟମ ର କିସ୍ତି Autopool 48 ମାସରେ ଆସେ

ତେବେ ମଧ୍ୟ ଅଠର - ଉନେଇସ ବର୍ଷ ରେ ଏତେ ବଡ଼ Amount 32,89,230 ଟଙ୍କା ମନକୁମନ ଆସିଲେ କ'ଣ ମନ୍ଦ ଅଛି |

ଏହି ବୋନସ କେଁଉଠୁ ଦେଲା ? 

Crowd Funding ସହ କାମ କରେ  | ଏହି ଯେମିତି ଆମେ ୩୦ $ ଡଲାର ଦେଲୁ ସିଷ୍ଟମକୁ ତା'ହା ଗଲା କୁଆଡ଼େ ? ସବୁଠୁ ଆଗରୁ ଏହି କଥା ବୁଝି ଯିବା ଯେ ଏହି କିସ୍ତି ଆମକୁ କେମିତି ଆସିଲା ? ତେବେ ଜାଣିବା 30 DP ର ବିସ୍ତାରଣ କେମିତି ହେଲା ?

ଏହି ଜିନିଷ କୁ ନ ବୁଝି ପାରିଲେ ତେବେ ଏହି Pearlvine International System ଉପରେ ସେହି ବ୍ୟକ୍ତିକୁ ବିଶ୍ବାସ ହୁଏ ନାହିଁ | 

ଏହି 30 DP କେଁଉଠି ଗଲା ? (Digital Point)

Sponser ହିସାବରେ First Trake Income ଆକାରରେ 40% ପ୍ରତିସତ ଚାଲି ଗଲା ନା ଅର୍ଥାତ 12 DP ତାହାଙ୍କ Wallet ରେ ଚାଲିଗଲା  ଯିଏ ଆପଣଙ୍କୁ ଏହି System ରେ ଆସିବାର ସୁଯୋଗ ଦେଲେ |

ଏବେ ବଞ୍ଚିଲା ଶେଷ କେତେ ? 18 DP 

ଏହି 18 DP କୁ ମଧ୍ୟ ଏହି ସିଷ୍ଟମ ତା'ପାଖରେ ଜମା କରି ରଖେ ନାହିଁ ବାଣ୍ଟି ଦିଏ | ତା'ହା ଜାଣିବା |

ଯେ କୌଣସି ଜିନିଷ ହେଉଁ ଯେମିତି ସାବୁନ, ପେଷ୍ଟ, ତେଲ, ମସଲା, ମୋବାଇଲ, ସାର୍ଟ୍, ପ୍ୟାଣ୍ଟ, ସାଢ଼ୀ, ଆଦି ..... ଆମେ ବ୍ୟବହାର କରୁ ସିନେମା ଦେଖୁ ଓ ଏ ବିଷୟରେ କହି ଥାଉଁ ଘର-ଦ୍ବାର, ସ୍କୁଲ-କଲେଜ, ରାସ୍ତା-ଘାଟ ସବୁ ଜାଗାରେ ପ୍ରଚାର ପ୍ରସାର କରିଥାଉଁ ଆମର ଅଜାଣତରେ |

ଆମେ ଜାଣିବା ଜଣେ TV ରେ ଆସି କହି ଦିଏ ଯେମିତି ଅମିତାଭ ବଚନ ସାହେବ ଥଣ୍ଡା-ଥଣ୍ଡା କୁଲ-କୁଲ (ନବରତ୍ନ ତେଲ ବୋତଲକୁ ଧରି) ଏହାର ଏଡ଼ଭଟାଇଜିଙ୍ଗ କରି ଦେବାରୁ ତାଙ୍କୁ ପାଞ୍ଚ କରୋଡ଼ ଟଙ୍କା ପାରିଶ୍ରମିକ ମିଲିଯାଏ | କେବଳ ଏତିକି ଟିକେ କରିଦେଲେ, ସମ୍ଫ୍ରୁକ୍ତ କମ୍ପାନୀ ମାର୍କେଟିଙ୍ଗ ବାବଦକୁ ଦେଇଥାଏ କିନ୍ତୁ ଆମକୁ ଏପରି କୌଣସି ଟଙ୍କା ଉପାର୍ଜନ କରିବାର ସୁଯୋଗ ମିଲିବ ନାହିଁକି ନିକଟ ଭବିଶ୍ୟତରେ କେଉଁ କମ୍ପାନୀ ଆମକୁ କହିବ ନାହିଁ  କି ଆପଣ ଏଡ଼ଭଟାଇଜିଙ୍ଗ କରନ୍ତୁ ଟିଭି ରେ ବୋଲି | ଯଦି ଏ ଭିତରେ ଜଣେ ଷ୍ଟାର ଖେଳାଡ଼ି, ଅଭିନେତା କିମ୍ବା ପୁସ୍ତକ ଲେଖକ ହୋଇ ନ ଥିବେ |

କିନ୍ତୁ ଏହି Application ଆମକୁ କିଛି ପ୍ରମୋସନ କରିଦେଲେ (ମାର୍କେଟିଙ୍ଗ କଲେ) Account ID Active କରିଲେ ତା'ହାର 40% ଦେଇଥାଏ 12 DP କୌଣସି ସମୟର ପ୍ରତିବନ୍ଧତା ନ ଥାଇ | ସେହିପରି 1.25 DP ମଧ୍ୟ ଆଠ ପାହାଚ ପର୍ଯ୍ୟନ୍ତ ସମସ୍ତ ନୂଆ ସଂଯୋଗରେ ଆମକୁ ମିଲିଥାଏ |

ଦେଖନ୍ତୁ ଏହି ସିଷ୍ଟମ ଚାହିଲେ TV ରେ ନ୍ୟୁଜ ଚ୍ୟାନେଲ ଆଦି ମାନଙ୍କରେ ଏଡ଼ଭଟାଇଜିଙ୍ଗ କରି ତା'ର ବ୍ୟବସାୟ କୁ ବୃଦ୍ଧି କରିପାରିଥାନ୍ତା କିନ୍ତୁ ଆମ ସମସ୍ତଙ୍କୁ ହିଁ ଦେଉଛି ଏହି ସବୁ ଟଙ୍କା ପଇସା ଆଠ ଲେବୁଲ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଯାହା ମିଲେ 10 DP ପ୍ରତୈକ ଲେବୁଲରେ 1.25 DP ହିସାବରେ ବାଣ୍ଟି ହୋଇଥାଏ |

ଏ ଯେମିତି 12 DP ଏବଂ ଏହି 10 DP କ୍ଷଣକ ମଧ୍ୟରେ ବାଣ୍ଟି ହୋଇଯାଏ | ଏହି ସେହି ବାଣ୍ଟି ହେବା ପାଇଁ କୌଣସି ସମୟ ନିଏ ନି, କିଛି ସେକେଣ୍ଡରେ ବାଣ୍ଟି ହୋଇ ଯାଏ ତେବେ ମଧ୍ୟ 8 DP ଶେଷ ରହିଗଲା ନା ! ଏହି 8 DP Pearl ଅଟୋପୁଲ ର ଆଠଟି ଇନଷ୍ଟଲମେନ୍ଟ ମାଧ୍ୟମରେ ସମୟ କ୍ରମେ ଆମ ୱାଲେଟକୁ ଆସେ |

ଏବେ ଜାଣିବା ଯେ ଏହି ସିଷ୍ଟମରେ ଏବେ ଏହାକୁ ଦେଖାଯାଏ ତେବେ ଏହି 8 DP ଯାହା ଅଛି ନା ତାହା 8 DP USD ଅଟେ | ଯଦି ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତିତ କରାଯାଏ ତେବେ 600 ଟଙ୍କା ସମକକ୍ଷ ହେବ | ଟିକେ ଭଲରେ ଅନୁଧ୍ୟାନ କଲେ ଦେଖାଯିବ ଯେ ଆମେ ପୂର୍ବ ଉଦାହରଣ ରେ ଗ୍ୟାସ ଆଣିବା ବିଷୟ ରେ 2 ଟଙ୍କା ଲେଖାଁଏ ଛାଡ଼ି ଦେଇଥିଲୁନା ତା'ହା ଚାରି ଲକ୍ଷ ହୋଇଯାଇଥିଲା କେବଳ 2 ଟଙ୍କା ରେ କିନ୍ତୁ ଏହି ଠାରେ ତ ଲକ୍ଷ-ଲକ୍ଷ ଲୋକମାନେ 8 $ ଦେବେ ଏବଂ ଲକ୍ଷ-ଲକ୍ଷ ଲୋକ ନେବେ ମଧ୍ୟ | ଏହି ଠାରେ ତ କେତେ ବଡ଼ Amount 600 ଟଙ୍କା ଆମେମାନେ ଦେଉଛୁ, ଜାଣିପାରୁଛନ୍ତି ତ !

ଏହା କେତେ ବଡ଼ Amount ହେବ ? ଏବଂ ଏହି ବୋନସ କୁ ହିଁ ଜାଣିବା | ଏହି ଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ କରୋଡ ରୁ ମଧ୍ୟ ଅଧିକ Account Open ହୋଇ ସାରିଛି |

ଏବେ ଜାଣିବା ଏହି ଠାରେ ଯେ, ଏହି System Autopool ଆମକୁ କେମିତି Arrange କରି ଦେଉଛି ଯାହା ଫଳରେ ଆମ୍ଭମାନଙ୍କୁ କିମ୍ବା ଆପଣମାନଙ୍କୁ କୌଣସି Kanfuision ନ ହୁଏ ଏହି ଲେଖାକୁ ଆପଣମାନେ ପଢ଼ୀଲେ |

ଟିକେ ଏହି ବିଷୟରେ ଦୃଷ୍ଟିପାତ କରିବା |

ମନେକର ମାନିନେବା ଯେ ଆମେ, ଆପଣ ଏହି System ରେ ଆସିଲେ | ଆମେ ଆପଣଙ୍କୁ ଜଣାଉଛୁ ଏହି ସିଷ୍ଟମ 159 ଦେଶରେ ନିଜର Account Opening କରିବା କାମ କରଚାଲିଛି ଆମେ ଆପଣଙ୍କୁ ଏହି ଆଲୋଚନାରେ ଆଗରୁ ସୁଚିତ କରିଛୁ ଏବଂ ଏହାର ସମସ୍ତ ପ୍ଲାନ (A) ର Non Warking କେବଳ ବୋନସ ଯାହା ଏହା ଉପରେ ନିର୍ଭର ଶୀଳ ତା'ହା ହେଲା ଚାରି ର ଗୁଣନ ଉପରେ ପର୍ଯ୍ୟବେଶିତ ଅଟେ |

ଆପଣ ଯେତେବେଲେ ଏହି System ରେ ଆସିଲେ  ଆପଣଙ୍କ ତଳେ ଏହି ସିଷ୍ଟମ ଚାରି ଜଣ User କୁ Automatic Detact କରିକି ବିଶ୍ବବ୍ୟାପି ଯେଉଁଠି ମଧ୍ୟ ହେଉ କିମ୍ବା ଜରୁରି ନୁହେଁକି ଆପଣ ଏକା ଏହି ସିଷ୍ଟମରେ Involve କରିବେ | ଏହିଥିରେ ବିଶ୍ବବ୍ୟାପି ଯେଉଁଠି ମଧ୍ୟ Account ଆସିବ ତେବେ ସିଧାସଲଖ ଆପଣଙ୍କ ତଳେ ସଂଜୋଗ କରିବ | କେବେ ଆସିବ ତାହା ମଧ୍ୟ ଆମେ ଆପଣଙ୍କୁ ଜଣାଇବୁ |

ଯଦି ଉଦାହରଣ ମାଧ୍ୟମରେ ମାନି ଚାଲିବା ୯:୨୫ ମିନିଟ ହେଉଁ ଥାଏ ଏହି ସମୟରେ ଆପଣ Account କୁ Active କଲେ ଠିକ ତା'ପରେ ୯:୨୬ ରେ ଅନ୍ୟ କେହି ତାର Account Active କରେ ତେବେ ଆପଣଙ୍କ ତଲେ ହିଁ ଆସିବ ନା ? ଏହି ପରି ଭାବରେ ଚାରୋଟି Account User କୁ ଏହି ସିଷ୍ଟମ ଡ଼ିଟେକ୍ଟ କରିକି ଆପଣଙ୍କ ତଲେ ଲଗାଇବ |

ଯଦି ଏହି ସମୟ ର ଅନୁପାତ କୁ ଦେଖାଯାଏ ତେବେ ପ୍ରତିଦିନ  10,000 Account ରୁ ମଧ୍ୟ ଅଧିକ Open ହେଉଛି | ବର୍ତ୍ତମାନ ର କରୋନା ରୂପି ମହାମାରି ବିଶ୍ବରେ ବ୍ୟାପିଥିବା ଅବସ୍ଥାରେ ଅଧିକାଂଶ ସ୍ଥାନରେ Lockdowan ର ପ୍ରଭାବ ଚାଲୁଥିବା ସମୟ ମଧ୍ୟରେ ଆପଣ ଜାଣି ପାରୁଥିବେ ! ଯେ ସାଧାରଣ ଦିନ ମାନଙ୍କରେ କେହି କାମ କରିବାକୁ ଆରମ୍ଭ କରିବ ତେବେ କେତେ ଯେ Account ଆସିବ | 

ଯଦି ଚାରିଜଣଙ୍କୁ System Automatic ଦେଲା ଆପଣଙ୍କ ତଲେ ତେବେ ସେମାନେ 30 DP ଦେଇକି ତାଙ୍କ Account Active କରନ୍ତି ସେ ସମସ୍ତଙ୍କ ଠାରୁ Direct 40% ଜିବ, Team Perfermance ର 1.25 DP ଯାଇଥିବ |

ବସ ଏହି ସମସ୍ତଙ୍କ 30 DP ରୁ ବଲକା ରହିଲା ମାତ୍ର 8 DP, ଜଣକର 8 DP ତେବେ ଚାରି ଜଣଙ୍କ 32 DP ଜମା ହୋଇଗଲା | ଏହି 32 DP ଜମା ହେଲେ ଆପଣଙ୍କ ପ୍ରଥମ କିସ୍ତି (Instalment) ଜାହା ଅଛି  0.40  DP (INR 30) ଆପଣଙ୍କୁ ଦେଇଥାଏ ଏବଂ ଆପଣଙ୍କୁ ଏହି କିସ୍ତି ଦେଇସାରିଲା ପରେ ମଧ୍ୟ ଏହି ସିଷ୍ଟମ ପାଖରେ 31.60 DP ବଞ୍ଚିତ ହୋଇ ରହିଥାଏ |

ଆସନ୍ତୁ ଜାଣିବା ପ୍ରଥମ ଲେବୁଲର ପ୍ରଥମ କିସ୍ତି ଏହି ସିଷ୍ଟମ ଆପଣଙ୍କୁ ଦେଉଛି ଆପଣଙ୍କ ପାଇଁ ପ୍ରଥମ କିସ୍ତି ଦେବା ପାଇଁ Arrange (ବ୍ୟବସ୍ତା) କରି ଦେଲା |

ସେହି ପ୍ରକାରରେ ଆମେ ଆପଣଙ୍କୁ ଜଣାଉଛୁ ଚାରି ର ଗୁଣନ ସୁତ୍ର (System) ର ଏବଂ ଏହି ଚାରି ର ପରେ ତା' ତଲରେ ଆଉ ଚାରି-ଚାରି ଏମିତି ଆସିବ ତ 16 ଜଣ ମେମ୍ବର ହେବେ ଆପଣଙ୍କ ତଲେ ଏବଂ 16 ଜଣଙ୍କ ମଧ୍ୟ 8 DP ହିସାବରେ ଜମା ହେବ ତ 128 DP ରହିବ ସିଷ୍ଟମରେ | 128 DP ଜମା ହେଲା ପରେ ଯାହା ଆପଣଙ୍କୁ ଦ୍ବିତୀୟ କିସ୍ତି ସିଷ୍ଟମ ଜାହା ଦେବ ଆପଣଙ୍କୁ 16 DP ଏହା ପରେ ମଧ୍ୟ ସିଷ୍ଟମ ପାଖରେ 112 DP ଶେଷ ରହିବ| ସେହିପରି ଦ୍ବିତୀୟ କିସ୍ତି ଦେବା ପାଇଁ ବ୍ୟବସ୍ତା (Arange) କରି ଦେଉଛି |

ଏବେ ଜାଣିବା ଆମ ଏହି ସିଷ୍ଟମରେ ଏହି ପରି 7 ଟି ଲେବୁଲ ର Plan ଅଛି | ସେଗୁଡ଼ିକ ହେଲା ପ୍ରଥମ, ଦ୍ବିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ | 23 ଜାନୁୟାରି 2019 ରେ ଦ୍ବିତୀୟ ରୁ ଷଷ୍ଠ ଏହି ପାଞ୍ଚ ଟି ପୋଷ୍ଚ Pearlvine System ସଯୋଂଗ କରିଲା ଆଉ ସିଷ୍ଟମ ନିଜକୁ ନିଜେ Upgrade କରି ତ ତା'ହାର ସପ୍ତମ ଲେବୁଲ ମଧ୍ୟ ତିଆରି କଲା 19 ଜାନୁୟାରି 2020 ବେଲକୁ | ପ୍ରଥମ ଲେବୁଲ ର ନାମ Pearl,  ଦ୍ବିତୀୟ ର Coral, ତୃତୀୟ ର Onyx, ଚତୁର୍ଥ ର Quartz, ପଞ୍ଚମ ର Amesthyst, ଷଷ୍ଠ ର Topaz, ସପ୍ତମ ର Rubi ରଖିଛି | ଏହି ସାତ ଲେବୁଲ ହିଁ ସାତ ପୋଷ୍ଚ ଅଟେ |

ଏହି Pearlvine International Systen ରେ ଆପଣ ଚାହିଁଲେ  Free Registration କରି Account Opening କରି ପାରିବେ  କିନ୍ତୁ ଏ ପର୍ଯ୍ୟନ୍ତ ଏହି ଠାରେ ଆପଣଙ୍କୁ ଜାହା ଜଣେଇଛୁ  ସେଥିରୁ କୌଣସି ଲାଭ ହେବ ନାହିଁ, ଯେ ପର୍ଯ୍ୟନ୍ତ ଏହି ସାତ ଲେବୁଲରୁ କୌଣସି ଗୋଟିଏ ଲେବୁଲ  ଅର୍ଜନ କରିନାହାନ୍ତି | ତେଣୁ ଏକାଉଣ୍ଚ ଖୋଲିବା ର ବିସ୍ତୃତ ବିବରଣ କରିବା ଅସାର୍ଥକ ହେବ | (23 ମୟୀ 2019 ରେ Team Perfirmance Wallet ପର୍ଲଭାଇନ ସିଷ୍ଟମ ରେ ଯୋଡ଼ି Joining Amount 30$ କଲା ତା'ଆଗରୁ 20$ ରେ Joining ହେଉଥିଲା |)

ଆଗକୁ ଆଉ ଜାଣିବା 30 DP ଦେଇ ଆପଣ ଏହି ସିଷ୍ଟମରେ Pearl Usear ହେଲେ | ପର୍ଲ୍ ୟୁଜର ହେଲା ପରେ ଆପଣଙ୍କୁ ବୋନସ ରୂପରେ ଏହି ଲେବୁଲ ରେ 43856.40 DP ଦେବ |

ଏହି ସିଷ୍ଟମ ଜାହା ଆମକୁ ଦେବ ସେ ବିଷୟରେ ଭଲରେ ନିରିକ୍ଷଣ କରିବା | ଯେମିତି ଏହି ସିଷ୍ଟମ ଆମକୁ 32,89,230 ଟଙ୍କା ଦେବ ଆଠ ଟି Instalment (କିସ୍ତି) ରେ ଦେବ, ଏହି Pearl ଲେବୁଲର ବୋନସ Wallet ରୁ କାଢ଼ୀବା ପାଇଁ ଆମକୁ Coral ହେବାକୁ ପଡ଼ିବ | ଯେମିତି ହିଁ ନିଜକୁ ନିଜେ Coral ରେ Upgrade କରିବା, ଏହି ଲେବୁଲର ବୋନସ ମଧ୍ୟ ଏହି ସିଷ୍ଟମରୁ ମିଲିବା ଆରମ୍ଭ ହୋଇଯିବ | ତା'ହା ହେଉଛି 175400 DP ଏହାକୁ ଯଦି ଆମ ଭାରତୀୟ ମୁଦ୍ରାରେ ପରିବର୍ତ୍ତିତ କରବା ତେବେ ବହୁତ ବଡ଼ Amount 1,31,55,000 ଟଙ୍କା ପାଖା ପାଖି ହେବ ଏହି ସିଷ୍ଟମ ଆମକୁ ଡ଼ଲାର ରୂପରେ wallet ରେ ଦିଏ | ଏବେ ଯେମିତି ନିଜକୁ ନିଜେ ଆପଣ Coral ହୋଇ ଗଲେ ଏହାର ଲାଭ ଆପଣଙ୍କୁ କହିବୁ |

ପ୍ରଥମ ଏହି କଥା କି ଯେ ଆପଣ ନିଜକୁ ନିଜେ Upgrade କଲେ Pearl ର ବୋନସ ଲାଭ କାଢ଼ୀବା ପାଇଁ କିନ୍ତୁ ଯେତେବେଲେ ଏହି ସିଷ୍ଟମରେ ଆପଣ କୋରାଲ ପୋଷ୍ଚରେ Upgrade କରିବେ ତା'ହାର ମଧ୍ୟ 175400 DP  ର କିସ୍ତି (Instalment) ଆସିବା ଆରମ୍ଭ ହୋଇଯିବ | ଦ୍ବିତୀୟ ଲେବୁଲରେ ମଧ୍ୟ ଆଠ ଟି କିସ୍ତିରେ ଦେବ  କିନ୍ତୁ ଏହାର Instalment ବହୁତ ବଡ଼ ହେବ ଯାହା ଦ୍ବାରା 32 ଲକ୍ଷ ରୁ 1 କୋଟି 3p ଲକ୍ଷ ହୋଇଯିବ ଏବଂ ଏହି ଦୁଇ ଲେବୁଲ ଏକା ସାଙ୍ଗରେ ଆସେ, ଏହା ନୁହେଁ କି 32 ଲକ୍ଷ ପର୍ଲ୍ ର ମିଲି ସାରିଲା ପରେ ହିଁ 1 କୋଟି 32 ଲକ୍ଷ ଟଙ୍କା କୋରାଲ ର ମିଲିବ | Pearl ଓ Coral ର ଏକ ସାଙ୍ଗେରେ ଆସିବ ବସ ଆପଣ ଯେତେ ଶିଘ୍ର ଚାହିଁବେ କୋରାଲ ଲେବୁଲ ଅଫ୍-ଗ୍ରେଡ଼ କରବେ | ଆପଣଙ୍କ ଉପରେ ନିର୍ଭର ଶିଳ, ଏହା ଆମେ କହି ରଖୁଛୁ | ଏହାର ବୋନସ ଟଙ୍କା ବାହାର କେମିତି କରିେବ ତା'ହା ମଧ୍ୟ ଜଣେଇଲୁ |

ଏହା ପରେ ଚତୁର୍ଥ ଉପାର୍ଜନ ବହୁତ ବଡ଼ ଅଟେ Upgrade Income  ଏହା ବିଷୟରେ ଜଣାଇବୁ ବିସ୍ତୃତ ରୂପରେ |

(d) UpGrade Income

Upgrade Income ସେହିମାନଙ୍କ ପାଇଁ ଜିଏ ଅଳ୍ପ କିଛି ମଧ୍ୟ ଏହି System ରେ ଉତ୍ସାହିତ (Intrest) ହୋଇ କିଛି କାମ କରବା ପାଇଁ ଚାହିଁବ | ଏମିତି ତ ସମସ୍ତଙ୍କୁ କାମ କରିବାକୁ ହେବ ଏହି ସିଷ୍ଟମରେ ଯିଏ ଆସିଛି Pearlvine International ରେ  କିନ୍ତୁ ଯିଏ ଅଳ୍ପ ଅଧିକ  Searious (ଆତ୍ମ ଉତ୍ସାହି) ହୋଇ କରିବ ସେହି ମାନଙ୍କ ପାଇଁ ଅଟେ |

ଆମେ ଏହି ସିଷ୍ଟମର ପାୱର ଦେଖିବା |

ମନେକର ଆପଣ ଏହି ସିଷ୍ଟମରେ ଆସି Join ହେଲେ ଆଉ ଏହି ସିଷ୍ଟମରେ କେତେ ଜଣଙ୍କୁ ସଂଜୋଗ (Involve) କରେଇ ପାରିବେ | ଆମେ ଆପଣଙ୍କୁ ହିଁ ପ୍ରଶ୍ନ ପଚାରୁଛୁ ? ଯଦି କୁହାଯିବ କି ଅତି କମରେ ୬ ଜଣଙ୍କ କରିପାରିବେନା ତା'ହେଲେ ୬ ଜଣରୁ ଜାହା ଆପଣଙ୍କୁ ଲାଭ (Profit) ଜିବ ଯେମିତି 6 × 12 = 72 DP ର ଆୟ ଆପଣଙ୍କୁ ମିଲିବ Direct Sponser Income ରୁ ଏହାକୁ ଭାରତୀୟ ମୂଦ୍ରାରେ ଯଦି ପରିବର୍ତ୍ତନ କରିବା (INR 5,400) ଟଙ୍କା ହେବ |

ମନେକର ଧରି ନେବା ଆପଣ ଯେଉଁ ମାନଙ୍କୁ ଏଥିରେ ଆସିବାର ସୁଯୋଗ ଦେଲେ ସେମାନେ ପ୍ରଥମ ଲେବୁଲର ହେବେ | 6 ଜଣଙ୍କୁ ସଂଯୋଗ କରେଇଲେ ତେଣୁ ଆପଣଙ୍କୁ ଏହି ଠାରୁ 5,400 ଟଙ୍କା ଆୟ ହେଲା | ଏହି ଠାରେ ସବୁ ଶେଷ ହୋଇଗଲା କି ଏହି ସିଷ୍ଟମରେ ? ଉତ୍ତର ହେବ ଯମା ନୁହେଁ | ଯଦି ଆପଣ ଚାହିଁବେ କାମ କରିବାରେ ସକ୍ଷମ ହୋଇଯିବେ ତେବେ ଆପଣଙ୍କ ଦ୍ବିତୀୟ ଲେବୁଲରେ 36 ଜଣ ଆସିଯିବେ | ଏହି 36 ଜଣ ସଦସ୍ୟଙ୍କୁ ଆପଣ ଆଣିଲେ ନାହିଁ ଆପଣ ତ କେବଲ 6 ଜଣଙ୍କୁ ମାତ୍ର ଆଣିଲେ | ଏହି 6 ଜଣ ଆଣିଥିବାରୁ ତାଙ୍କଠୁ ଲାଭ ହେଲା 5,400 ଟଙ୍କା ଆପଣଙ୍କୁ 1.25 DP ଯାହା ଟିମ ପ୍ରଫରମେନ୍ସରୁ ମିଲେ ତା'କୁ ଏଠାରେ ଉଳ୍ଲେଖ ନ କରିକି | 40% Upgrade ବିଷୟରେ ଜଣାଉଛୁ ଆପଣଙ୍କୁ ଏବେ, ମନେକର ଏହି 6 ଜଣ ସଦସ୍ୟ (Member) ଏବଂ ଆପଣ ମିଶି କରି ନୂଆ 36 ସଦସ୍ୟଙ୍କୁ ସଂଯୋଗ କରାଇଲେ ଆପଣଙ୍କ ଦ୍ବିତୀୟ ଲେବୁଲ ହୋଇଗଲା | ଆପଣ କରୁନାହାନ୍ତି ଏହି କଥାକୁ ଧ୍ୟାନ ଦିଅନ୍ତୁ | ସେହି  6 ଜଣ ସାମିଲ ଅଛନ୍ତି ଯେଉଁ ମାନଙ୍କୁ ଆପଣ ବାଛି ଏହି ଠାରେ ସଂଯୋଗ କରିଥିଲେ |

ସେହି ପରି ସେମାନେ ମଧ୍ୟ 6 ଜଣ ବାଛିବେ ଯେମିତି 36 ଜଣଙ୍କୁ ସଂଯୋଗ କରିବେ ଏହି ସିଷ୍ଟମରେ | ଯଦି  ଏହି 36 ଜଣ ନିଜ ନିଜ କୁ ଦ୍ବିତୀୟ Coral ଲେବୁଲରେ କରିବା ପାଇଁ 40 DP ଦେଇ କରନ୍ତି ତେବେ ତାହାଙ୍କର ମଧ୍ୟ 50% ଆପଣଙ୍କ Wallet ରେ ଯିବ 40 DP ର 50% Upgrade Income ଅର୍ଥାତ 20 DP ହେବ ତ ସେହିପରି 36 ଜଣଙ୍କର 36 × 20 = 720 DP ହେବ ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବେ ତେବେ ପାଖା ପାଖି 54,000 ହେବ | ଆପଣଙ୍କ ଦ୍ବିତୀୟ ଲେବୁଲ ର ଇନକମ ହୋଇଗଲା |

ଯଦି ତୃତୀୟ ଲେବୁଲ ର ଜାଣିବା ପାଇଁ ଚାହିଁବା ଏବଂ ଏକ ଲେବୁଲ ବଢ଼ିବା କାମ କରିବା ପାଇଁ, ସବୁ ସମ୍ଭବ ହେବ ଯିଏ କାମ କରିବାକୁ ଆଗ୍ରହ ସହ ନେବ |

ଜଣେ ଆପଣ ହେଲେ ଆଉ ଆପଣଙ୍କ ସେହି 6 ଜଣ ଏବଂ ସେହି 6 ଜଣଙ୍କ ଏହି 36 ଜଣ,  ଯଦି ଏହି ସମସ୍ତେ ଆପଣମାନେ ମିଶିକି 6-6 ଜଣ (216)ଙ୍କୁ ସଂଯୋଗ କରେଇବାରେ ସକ୍ଷମ ହୋଇଯିବେ ତେବେ ତ ଆପଣଙ୍କୁ ଜୀବନ ଶୈଳୀରେ ପରିବର୍ତ୍ତନ ହେବ ଉହ୍ନତି ହେବାରେ ଲାଗିବ | ଯାହା ଆପଣ କଲ୍ପନା ମଧ୍ୟ କରିନଥିବେ |

ଯଦି ମାନିକି ଚଲିବା ତୃତୀୟ ଲେବୁଲରେ ଆପଣଙ୍କ 216 ହେଲେ ସେହି 216 ଜଣ ଯେତେବେଲେ ନିଜକୁ ନିଜ ତୃତୀୟ ଲେବୁଲରେ Upgrade କରିବା ପାଇଁ 100 DP ଦେଇ କରାନ୍ତି ତେବେ ତାଙ୍କୁ Onyx ର ବୋନସ 3,39,38,700 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ | 

ଏହା କରିବା ଦ୍ବାରା ତୃତୀୟ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |

ଯେତେବେଲେ 216 ଜଣ ତାଙ୍କର ତୃତୀୟ ଲେବୁଲ Upgrade କରିବେ 100 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 50% ପ୍ରତିଶତ ହିସାବରେ ଅର୍ଥାତ 50 DP 216 × 50 = 10800 DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା 10800 DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ 8,10,000 ଟଙ୍କା ଆପଣଙ୍କ ତୃତୀୟ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ | ଆଗକୁ ଏହି ତିନି ଲେବୁଲରୁ [5,400 ଓ 54,000 ଏବଂ 8,10,000 ଟଙ୍କା] ଏହି Upgrade ମାଧ୍ୟମରେ ଆପଣ ଚାହିଁଲେ ଉପାର୍ଜନ କରି ପାରିବେ | ଏହା କେବଲ ତିନି ଲେବୁଲ ପର୍ଯ୍ୟନ୍ତ, ଆହୁରି  ମଧ୍ୟ ଉପର ଲେବୁଲ ମାନଙ୍କରୁ ବହୁତ ଗୁଡ଼ାଏ ଟଙ୍କା ଆୟ କରିପାରିବେ | ଆପଣ ସିଷ୍ଟମରେ ଆସିଲା ପରେ ଏ ସମସ୍ତ ବିଷୟ ଇତ୍ୟାଦି ସବୁ ବୁଝି ଯିବେ |

TABLE TABLE TABLE  PLAN "A"

Pearl => [0.40]  [16]  [64]  [256]  [512]  [2948]  [8192]  [32768] = {43856.40}

Coral=> [8]  [32]  [256]  [1024]  [2048]  [8192]  [92768]  [131072] = {175400}

Onyx=> [20]  [80]  [640]  [1536]  [6144]  [2457_]  [98304]  [393216] = {524516}

Quartz=> [200]  [800]  [6400]  [15360]  [61440]  [245760]  [983040]  [3932160]  = {5245160}

Amesthyst=> [1000]  [4000]  [32000]  [76800]  [307200]  [1228800]  [4915200]  [19660800]  = {26225800}

Topaz=> [2000]  [8000]  [64000] [153600]  [614400]  [2457600]  [9830400]  [39921600] = {52451600}

Ruby=> [3228.4]  [12928]  [103360]  [248576]  [991744]  [3966976]  [15867904]  [63471616] = {84,666,332.4]

ଯଦି ମାନିକି ଚଲିବା ଚତୁର୍ଥ ଲେବୁଲରେ ଆପଣଙ୍କ 1296 ହେଲେ ସେହି 1296 ଜଣ ଯେତେବେଲେ ନିଜକୁ ନିଜ ଚତୁର୍ଥ ଲେବୁଲରେ Upgrade କରିବା ପାଇଁ 500 DP ଦେଇ କରାନ୍ତି ତେବେ ତାଙ୍କୁ Quartz ର ବୋନସ 393,387,000 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ | 

ଏହା କରିବା ଦ୍ବାରା ଚତୁର୍ଥ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |

ଯେତେବେଲେ 1296 ଜଣ ତାଙ୍କର ଚତୁର୍ଥ ଲେବୁଲ Upgrade କରିବେ 500 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 40% ପ୍ରତିଶତ ହିସାବରେ ଅର୍ଥାତ 200 DP 1296 × 200 =  259200 DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା 259200 DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ 19,440,000 ଟଙ୍କା ଆପଣଙ୍କ ଚତୁର୍ଥ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ | ଆଗକୁ ପଞ୍ଚମ ଲେବୁଲ ବିଷୟରେ ଜାଣିବା |

ଯଦି ମାନିକି ଚଲିବା ପଞ୍ଚମ ଲେବୁଲରେ ଆପଣଙ୍କ 7776 ହେଲେ ସେହି 7776 ଜଣ ଯେତେବେଲେ ନିଜକୁ ନିଜ ପଞ୍ଚମ ଲେବୁଲରେ Upgrade କରିବା ପାଇଁ 1000 DP ଦେଇ କରାନ୍ତି ତେବେ ତାଙ୍କୁ Amesthyst ର ବୋନସ 1,966,935,000 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ | 

ଏହା କରିବା ଦ୍ବାରା ପଞ୍ଚମ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |

ଯେତେବେଲେ 7776 ଜଣ ତାଙ୍କର ପଞ୍ଚମ ଲେବୁଲ Upgrade କରିବେ 1000 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 40% ପ୍ରତିଶତ ହିସାବରେ ଅର୍ଥାତ 4000 DP 7776 × 4000 =  31,104,000 DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା 31,104,000 DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ 2,332,800,000 ଟଙ୍କା ଆପଣଙ୍କ ପଞ୍ଚମ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ | ଆଗକୁ ଷଷ୍ଠ ଲେବୁଲ ବିଷୟରେ ଜାଣିବା |

ଯଦି ମାନିକି ଚଲିବା ଷଷ୍ଠ ଲେବୁଲରେ ଆପଣଙ୍କ 46,656 ହେଲେ ସେହି 46,656 ଜଣ ଯେତେବେଲେ ନିଜକୁ ନିଜ ଷଷ୍ଠ ଲେବୁଲରେ Upgrade କରିବା ପାଇଁ 5000 DP ଦେଇ କରାନ୍ତି ତେବେ ତାଙ୍କୁ Topaz ର ବୋନସ 3,934,620,000 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ | 

ଏହା କରିବା ଦ୍ବାରା ଷଷ୍ଠ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |

ଯେତେବେଲେ 46,656 ଜଣ ତାଙ୍କର ଷଷ୍ଠ ଲେବୁଲ Upgrade କରିବେ 5000 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 40% ପ୍ରତିଶତ ହିସାବରେ ଅର୍ଥାତ 2000 DP 46656 × 2000 = 93,312,000 DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା  DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ 6,998,400,000 ଟଙ୍କା ଆପଣଙ୍କ ଷଷ୍ଠ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ | ଆଗକୁ ସପ୍ତମ ଲେବୁଲ ବିଷୟରେ ଜାଣିବା |

ଯଦି ମାନିକି ଚଲିବା ସପ୍ତମ ଲେବୁଲରେ ଆପଣଙ୍କ 279,936 ହେଲେ ସେହି ୨୭୯,୯୩6 ଜଣ ଯେତେବେଲେ ନିଜକୁ ନିଜ ସପ୍ତମ ଲେବୁଲରେ Upgrade କରିବା ପାଇଁ 10000 DP ଦେଇ କରାନ୍ତି ତେବେ ତାଙ୍କୁ Rubi ର ବୋନସ 6,349,974,930 ଟଙ୍କା ଆସିବ ଆଠ ଟି କିସ୍ତି (Instalment) ମାଧ୍ୟମରେ | 

ଏହା କରିବା ଦ୍ବାରା ସପ୍ତମ ଲେବୁଲ ରୁ କ'ଣ ଲାଭ ହେବ ଜାଣିବା |

ଯେତେବେଲେ 279,936 ଜଣ ତାଙ୍କର ସପ୍ତମ ଲେବୁଲ Upgrade କରିବେ 5000 DP ଦେଇ ସେହିଥିରୁ ମଧ୍ୟ ଆପଣଙ୍କୁ 40% ପ୍ରତିଶତ ହିସାବରେ ଅର୍ଥାତ 4000 DP 279936 × 4000 = 111,974,400  DP ର ଉପାର୍ଜନ ହେବ ଏହି ଠାରୁ ଏହା ହେବ ହିଁ ହେବ | ଏବେ ଯଦି ହିସାବ କରିବା 111,974,400 DP କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ତେବେ ହେବ ___________ ଟଙ୍କା ଆପଣଙ୍କ ସପ୍ତମ ଲେବୁଲ ର ଆୟ ହେଉଛି | ଏହା କୌଣସି ନା କୌଣସି ଦିନ କରିବାକୁ ହେବ | ଆଗକୁ ଅଷ୍ଟମ ଲେବୁଲ ହେବା ସମ୍ବାଭନା ଅଛି |

ଏ ପର୍ଯ୍ୟନ୍ତ ଯାହା ଥିଲା ଆମେ ଆପଣଙ୍କୁ ଜଣାଇଲୁ |

ଏହି ସିଷ୍ଟମ ବିଷୟରେ ଆମେ ଆପଣଙ୍କୁ ଜଣେଇଲୁ ତା'ପରେ କେତେ ଦେଶରେ କାମ କରୁଛି କହି ଦେଇଛୁ | ଆପଣ ଚାହିବେ ତ ଇଣ୍ଟରନେଟରେ Search କରି ପାରିବେ | ଚାହିବେ Google, Crom ହେଉ ଅବା ଯେ କୌଣସି ଠାରେ ଖୋଜି ପାରିବେ | ଆମେ ଉପସ୍ଥାପନା କଲୁ ଏବଂ ଆପଣଙ୍କୁ ଜଣେଇଲୁ କିପରି ବୋନସ ଆସେ ଓ ବୋନସ ଟଙ୍କା ଉଠେଇବା ପାଇଁ କ'ଣ କରିବାକୁ ପଡ଼େ | Update Income କ'ଣ | Direct Income କେତେ ମିଲେ ସବୁ କିଛି ଭଲ ଭାବରେ ଆମେ ଆପଣଙ୍କୁ ଜଣେଇଲୁ |

(f) Mynt Groth Income

1 ଏପ୍ରିଲ 2018 ରେ Mint Digital Coin କୁ Pearlvine Intetnational System ରେ ପ୍ରବିଷ୍ଟ କରାଇଲା | ସେତେ ବେଲେ ମିନ୍ଟ ର ମୁଲ୍ୟ 1$ ଡ଼ଲାର ଥିଲା କିନ୍ତୁ ବର୍ତ୍ତମାନ ଏହାର ଭେଲୁ ପରିବର୍ଧିତ ହେଉଛି (ଏହା ପ୍ରତୈକ ସମୟରେ ପରିବର୍ତନ ସିଲ) ଏହି ପରିବର୍ତନ କାହା ଉପରେ ନିର୍ଭର କରେ ତା'ହା ଆମେ ବୁଝିବାକୁ ଚେଷ୍ଟା କରିବା | ଆମେ ଯେମିତି Upgrade କରିଥାଉ Pearl, Coral, Onyx, Quartz, Amethyst, Topaz, Rubi ତେବେ ସେତେ ବେଲେ ଆମକୁ Direct Benifit ମିଲୁଥିଲା Sponser/Upline ID କୁ ତାହା ସେତେ ବେଲେ ସମ୍ଭବ ହେଉଥିଲା ଯେତେ ବେଲେ Upline ID ସେହି ଲେବୁଲ ପୋଷ୍ଟରେ ବା ଉପର ଲେବୁଲ ରେ ଅଫ-ଗ୍ରେଡ଼ ହୋଇଥିବ | ଉଦାହରଣ ଯଦି ଆପଣ (A1) Pearlvine Account କୁ Coral ରେ Upgrade କରନ୍ତି ଏବଂ ଆପଣଙ୍କ Sponser (B1) ତାଙ୍କ ID କୁ Coral ରେ Upgrade କରିନାହାନ୍ତି ତେବେ ତାଙ୍କୁ (A1) କରିଥିବା Coral Upgrade ର ଲାଭ (Direct First Trake Income) ମିଲିବ ନାହିଁ, ଯାହା ହୋଇଥାନ୍ତା 20 DP (Leaps ହେଲା) | ସେହି ପରି ସମସ୍ତ ଲେବୁଲ ରେ ଏହି ନିୟମ ପ୍ରଯୁଜ୍ୟ ଶେଷ ଲେବୁଲ କୁ ଛାଡ଼ି | ସେହି ନ ମିଲିଥିବା DP ସିଧାସଲଖ Perlivine System ରେ ମିଶି Mynt Groth କରିବାରେ ସହାୟକ ହେବ | ବାରମ୍ବାର Upline ମାନଙ୍କ ଏମିତି ଲେପ୍ସ ହେଲେ ମିନ୍ଟ ଗ୍ରୋଥ ହେବ | ଯଦି ଲେପ୍ସ କମ ହେବ ତ ଗ୍ରୋଥ ମଧ୍ୟ କମିବ ଏହା କେବଲ Pearlivine Usear ମାନଙ୍କ ହାତରେ | 

Mynt Groth Income ପାଇବା ପାଇଁ Pearlvine Usear Mynt କିଣି ପାରିବେ ସିଷ୍ଟମରୁ ସିଧାସଲଖ ଏବଂ ବିକ୍ରି କରିପାରିବେ ସିଷ୍ଟମକୁ କିମ୍ବା Pearlvine Usear କୁ | ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କେତେ Invest କରିବେ Mynt ରେ | 0.000000001 ରୁ Unlimited ପର୍ଯ୍ୟନ୍ତ Mynt କିଣି ପାରିବେ ସିଷ୍ଟମରୁ ସେଥିରେ ପ୍ରତିବନ୍ଧ ନାହିଁ | Perlvine System 2% କାଟିବ | କେମିତି ଜାଣିବା  ଆପଣ ମନେକର 100 Mynt କିଣିବେ ତେବେ ସିଷ୍ଟମ 2% ନେବ ଏବଂ ଆପଣଙ୍କ Mynt Wallet ରେ 98 Mynt ରଖିବ | ସେହି 2% DP କୁ ସିଷ୍ଟମ ତା'ନିଜ ପାଖରେ ନ ରଖି ଯେଉଁ ID ରୁ ଏହି କାରବାର ହେଉଛି ସେହି ID ର ସମସ୍ତ Up-line ଆଠ ଲେବୁଲ ଉପର Id କୁ ବାଣ୍ଟି ହୋଇଯିବ ସାଙ୍ଗେ ସାଙ୍ଗେ | ପରବର୍ତ୍ତି ଶିକ୍ଷା (g) Mynt Bye Income ରେ ବୁଝିବା |

ଆଜି ର ଦିନରେ ମିନ୍ଟ ର ମୁଲ୍ୟ 85.827 ଡ଼ଲାର ଅଛି | (27sep2020)


(g) Mynt Bye Income (Commision)

ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କେତେ Invest କରିବେ Mynt ରେ | 0.0001 ରୁ Unlimited ପର୍ଯ୍ୟନ୍ତ Mynt କିଣି ପାରିବେ ସିଷ୍ଟମରୁ | Perlvine System କାଟିବ 2% | କେମିତି ଜାଣିବା ଆପଣ ମନେକର 1000 Mynt କିଣିବେ ତେବେ ସିଷ୍ଟମ 2% ନେବ ଏବଂ ଆପଣଙ୍କ Mynt Wallet ରେ 980 Mynt ରଖିବ | କାଟିଥିବା ସେହି 2% DP କୁ ସିଷ୍ଟମ ତା'ନିଜ ପାଖରେ ନ ରଖି ଯେଉଁ ID ରୁ ଏହି କାରବାର ହେଉଛି ସେହି ID ର ସମସ୍ତ Up-line ଆଠ ଲେବୁଲ ଉପର Id କୁ ବାଣ୍ଟି ହୋଇଯିବ ସାଙ୍ଗେ ସାଙ୍ଗେ |

ଜଣେ Pearlivine User ମନେକର 1000 Mynt କିଣେ ତା'ନିଜ ID ରୁ ତେବେ ତା'ର ଆଠ ଲେବୁଲ ଉପର ଅପ-ଲାଇନ ପର୍ଯ୍ୟନ୍ତ କମିସନ ଯିବ | Commision 50% ହିସାବରେ ବାଣ୍ଟେ ତା'ହା ହେଲା (20 DP କୁ ଭାଗ କଲେ)

ପ୍ରଥମ ଅପ-ଲାଇନ କୁ 50% ଯିବ ଅର୍ଥାତ 10 DP

ଦ୍ବିତୀୟ ଅପ-ଲାଇନ କୁ 50% ଯିବ ଅର୍ଥାତ 5 DP

ତୃତୀୟ ଅପ-ଲାଇନ କୁ 50% ଯିବ ଅର୍ଥାତ 2.5 DP

ଚତୁର୍ଥ ଅପ-ଲାଇନ କୁ 50% ଯିବ ଅର୍ଥାତ 1.25 DP

ପଞ୍ଚମ ଅପ-ଲାଇନ କୁ 50% ଯିବ ଅର୍ଥାତ 0.625 DP

ଷଷ୍ଠ ଅପ-ଲାଇନ କୁ 50% ଯିବ ଅର୍ଥାତ 0.3125 DP

ସପ୍ତମ ଅପ-ଲାଇନ କୁ 50% ଯିବ ଅର୍ଥାତ 0.15625 DP

ଅଷ୍ଟମ ଅପ-ଲାଇନ କୁ 50% ଯିବ ଅର୍ଥାତ 0.078125 DP


(h) Mynt Sale Income (Commision)

ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କେତେ Mynt ବିକ୍ରି କରିବେ | ଆପଣଙ୍କ Mynt Wallet ରେ ଯେତେ ମିନ୍ଟ ଅଛି ବିକ୍ରି ପାରିବେ ସିଷ୍ଟମକୁ | Perlvine System କାଟିବ 12% | କେମିତି ଜାଣିବା ଆପଣ ମନେକର 1000 Mynt ବିକ୍ରି କରିବେ ତେବେ ସିଷ୍ଟମ 12% ନେବ ଏବଂ ଆପଣଙ୍କ Mynt Wallet ରୁ 880 Mynt କାଟିବ | ନେଇଥିବା ସେହି 12% DP କୁ ସିଷ୍ଟମ ତା'ନିଜ ପାଖରେ ନ ରଖି ଯେଉଁ ID ରୁ ଏହି କାରବାର ହେଉଛି ସେହି ID ର ସମସ୍ତ Up-line ଆଠ ଲେବୁଲ ଉପର Id କୁ ବାଣ୍ଟି ଦେବ 120 DP ସାଙ୍ଗେ ସାଙ୍ଗେ |

ଜଣେ Pearlivine User ମନେକର 1000 Mynt ବିକେ ତା'ନିଜ ID ରୁ ତେବେ ତା'ର ଆଠ ଲେବୁଲ ଉପର ଅପ-ଲାଇନ ପର୍ଯ୍ୟନ୍ତ କମିସନ ଯିବ | Commision 50% ହିସାବରେ ବାଣ୍ଟେ ତା'ହା ହେଲା (120 DP କୁ ଭାଗ କଲେ)

ପ୍ରଥମ ଅପ-ଲାଇନ କୁ 50% ଯିବ ଅର୍ଥାତ 60 DP

ଦ୍ବିତୀୟ ଅପ-ଲାଇନ କୁ 50% ଯିବ ଅର୍ଥାତ 30 DP

ତୃତୀୟ ଅପ-ଲାଇନ କୁ 50% ଯିବ ଅର୍ଥାତ 15 DP

ଚତୁର୍ଥ ଅପ-ଲାଇନ କୁ 50% ଯିବ ଅର୍ଥାତ 7.5 DP

ପଞ୍ଚମ ଅପ-ଲାଇନ କୁ 50% ଯିବ ଅର୍ଥାତ 3.75 DP

ଷଷ୍ଠ ଅପ-ଲାଇନ କୁ 50% ଯିବ ଅର୍ଥାତ 1.875 DP

ସପ୍ତମ ଅପ-ଲାଇନ କୁ 50% ଯିବ ଅର୍ଥାତ 0.9375 DP

ଅଷ୍ଟମ ଅପ-ଲାଇନ କୁ 50% ଯିବ ଅର୍ଥାତ 0.46875 DP

(i) Fortune Wallate (Royalty Income)

ପର୍ଲଭାଇନ ଆମ ସମସ୍ତଙ୍କୁ 14April,2021ରେ ଫରଟ୍ୟୁନ ଓ୍ବାଲେଟ ସିଷ୍ଟମରେ ନୂଆକରି ପ୍ରବେଶ କରାଇଲା, ଯାହାର ଫାଏଦା ଆମେ ସମସ୍ତେ ନେଇ ପାରିବା | ସମସ୍ତ ଲେବୁଲ ରେ ଅଟୋ ପୁଲ ଗୁଡ଼ାକ ବହୁତ ବିଲମ୍ବରେ ଆସୁଥିବାରୁ ଅନେକ ମେମ୍ବର ନିରାସାରେ ରହୁଥିଲେ ଏବଂ ଓ୍ବାର୍କିଙ୍ଗ କରିବାକୁ ମଣୁ ନଥିଲେ ତା'ସହ ଏହି ମାରାତ୍ମକ ରୂପି ମହାମାରି କରୋନା ମଧ୍ୟ କାର୍ଯ୍ୟରେ ବାଧା ଉତ୍ପହ୍ନ କଲା ଏହା ଯୋଗୁଁ ସିଷ୍ଟମରେ ବହୁତ ଶିଥିଲତା ଆସିଗଲା | ଏହାର ନିରାକରଣ ନିମନ୍ତେ ସିଷ୍ଟମ ତାର ସମସ୍ତ ଲେବୁଲ ର ସଦସ୍ଯଙ୍କୁ ଉପହାର ସ୍ବରୂପ ଫରଟ୍ୟୁନ (ରୋୟଲଟି) ଇନକମ ଦେବାର ବ୍ୟବସ୍ଥା କରିଛି | ଯାହା ଦ୍ବାରା ସଦସ୍ୟ ମାନେ ପାଇବାକୁ ଥିବା Auto pool ବ୍ୟବଧାନ ର ରିକ୍ତ ସମୟ ଭିତରେ Fourtune Wallate ରେ ତାଙ୍କର ରେଙ୍କ ଅନୁଯାଇ ପାଉଣା ମିଲୁଥିବ  | ଯେ ପର୍ଯନ୍ତ ପ୍ରଥମ ଓ ଦ୍ବିତିୟ ପର୍ଯ୍ୟାୟର Auto pool ନ ମିଲିଛି |_____

Pearl ର ମିଲିବ 0.5 DP 

Coral ର ମିଲିବ 1.5 DP 

Onyx ର ମିଲିବ 2 DP 

Quartz ର ମିଲିବ 5 DP 

Amethysr ର ମିଲିବ 12 DP 

Topaz ର ମିଲିବ 25 DP 

Ruby ର ମିଲିବ 50 DP

ବର୍ତ୍ତମାନ ସବୁ କିଛି ଜାଣିଲା ପରେ ମଧ୍ୟ ଆପଣଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ କି ସେ ପ୍ରଶ୍ନ ହୋଇଥିବ କି କ'ଣ ଏହି ସିଷ୍ଟମ ବନ୍ଦ ହୋଇଯାଏ ତେବେ ? ..... ଠିକ ନା ? ତେବେ ମୁଁ କ'ଣ କରିବି, ଏହି ଭୟ ଆସୁଥିବ | ତା'ହା ଆଗରୁ ଆମର ମଧ୍ୟ ଆପଣଙ୍କୁ ପ୍ରଶ୍ନ ଯେ ଆପଣ ଗୋଟିଏ କାରଣ (Reagon) ଖୋଜନ୍ତୁ ଆପଣଙ୍କ ମନରେ ଯେ ବନ୍ଦ କାହିଁକି ହେବ | ଗୋଟିଏ Point କହନ୍ତୁ ଏହି ସିଷ୍ଟମ ବନ୍ଦ କାହିଁକି ହେବ | ଏହି Application ବନ୍ଦ କାହିଁକି ହେବ | ଏକ ହିଁ ଉତ୍ତର ଆମକୁ ଜଣାନ୍ତୁ ବନ୍ଦ କାହିଁକି ହେବ | ଯେ ଏହାକୁ ରେଫର ବା ଲିଙ୍କକୁ ଆପଣଙ୍କ ପାଖକୁ ପଠାଇଛନ୍ତି ତାଙ୍କଠୁ ଉତ୍ତର ମାଗନ୍ତୁ  ବନ୍ଦ କାହିଁକି ହେବ, ଏହାର ଉତ୍ତର ମିଲିବ ନାହିଁ ..... |

ଏହି ସିଷ୍ଟମ ବନ୍ଦ ହେବାର କୌଣସି Chance ନାହିଁ | କାହିଁକି ଆମେ ଆପଣଙ୍କୁ ବତେଇବୁ |

ଆମେମାନେ ସମସ୍ତେ Google, Facebook, ଇତ୍ୟାଦି  ବ୍ୟବହାର କରୁଛୁ ନା ? ତେବେ Facebook କୁ ବ୍ୟବହାର କରି କ'ଣ ଆଜି ପର୍ଯ୍ୟନ୍ତ ଆପଣଙ୍କୁ Facebook ଏକ ଟଙ୍କା ମଧ୍ୟ ଦେଇଛୁ କି ? ଦେଇ ନାହିଁ ନା ତେବେ ମଧ୍ୟ କଥା ଏହିକିଯେ Facebook ଏ ପର୍ଯ୍ୟନ୍ତ ଚାଲୁଛି ନା ? କ'ଣ ଫେସବୁକ ବନ୍ଦ ହେବା ସମ୍ବାବନା ଲାଗୁଛି ? କ'ଣ Google ବନ୍ଦ ହେବା ସମ୍ବାବନା ଅଛି ? ନାହିଁ ନା, ଏହି Pearlvine International Application ର ବି ସେହି ପରି କାମ ଅଟେ | ଏହାକୁ ଯାହା ମଧ୍ୟ ଲାଭ (Profit) ଯିବ ଆପଣମାନଙ୍କ ନେଟରୁ ଯିବ, ଆପଣ ଏହାର Site ରେ ଯେତେ ସମୟ ରହିବେ ଓ ବ୍ରାଉଜ କରବେ ସେତେ ତା'ହାକୁ ଆୟ ହେଉଥିବ | ଆମେ ଆପଣଙ୍କୁ ଜଣାଉଛୁ ଏହିଥିରେ ବର୍ତ୍ତମାନ ପାଞ୍ଚ କରୋଡ଼ Account Open ହୋଇଛି | ଯଦି  ପାଞ୍ଚ କରୋଡ଼ ମଧ୍ୟରୁ ଏକ କରୋଡ଼ Account Usear ପ୍ରତିଦିନ Vizit କରନ୍ତି ତେବେ କରୋଡ଼ ଟଙ୍କାର ଆୟ ଏହିଥିରୁ ହଉଛି|Withdraw Tranjection Charge 2% ନେବ| Dr. Daniel Jahnson ଙ୍କୁ କରୋଡ଼ ଟଙ୍କାର ଆୟ ହେଉଥିଲା ବେଲେ ଏହା ଦ୍ବାରା ତେବେ କାହିଁକି ସେ ଏହାକୁ ବନ୍ଦ କରିବା ପାଇଁ ଚାହିଁବ |

ଅଟେ ନା ଏହା କମାଲ ର କଥା | ଯଦି ଆପଣଙ୍କୁ କରୋଡ଼ ଟଙ୍କାର ଆୟ ପ୍ରତିଦିନ ଦେଉଥିବ ମନ କୁ ମନ ତେବେ ଭାବନ୍ତୁ କ'ଣ ଆପଣ ସେହି ସିଷ୍ଟମକୁ ବନ୍ଦ କରିବା ପାଇଁ ଚାହିଁବେ କି ? ନୁହେଁ ନା | ମୋର ମଧ୍ୟ ଏହି କାରଣ ଯେ  ମୁଁ ମଧ୍ୟ ଏହା ଭବି-ଚିନ୍ତି ଏହି ସିଷ୍ଟମରେ ଆସିବା ଆଗରୁ ସବୁ Canfuasion Clear ହେଲା ପରେ ହିଁ ଏହି ସିଷ୍ଟମକୁ ଆସିଲି ଜଣେ Uaser ରୂପରେ |

ଯଦି ବର୍ତ୍ତମାନ ମଧ୍ୟ ମନରେ ଦ୍ବନ୍ଦ (Confuasion) ଚାଲୁଛି ତେବେ ଆପଣ ତାଙ୍କୁ ପଚାରନ୍ତୁ ଯିଏ ଆପଣଙ୍କୁ ଏହା ପଠଇଛନ୍ତି ଯେଉଁ ମାଧ୍ୟମରେ ପଠେଇଛନ୍ତି ସେହି ମାଧ୍ୟମରେ E-mail, SMS, Whatsaap, Messanger ଇତ୍ୟାଦି Application ରେ ହେଉ ଏବଂ ଆମେ ଆପଣଙ୍କୁ ଏହି Pearlvine Application ବିଷୟରେ ଆଗରୁ କହିଥିଲୁ ତାହା Play Store ରେ ମିଲିଯିବ ଆଉ ଏହି ଲେଖାର ଶେଷରେ Link's ମଧ୍ୟ ଦିଆଯାଇଛି ତାହାକୁ Dowanload କରି ଏହାର କାମ କ'ଣ କ'ଣ ବୋଲି ଦେଖିପାରିବେ |

ଯେମିତି ଏହି Pearlvine Application ଭିତରକୁ ଯିବେ ଆପଣ Mobile Recharge କରି ପାରିବେ (ସବୁ Netwark ର ସବୁ ପ୍ଲାନ ଦେଖି କରି), ଟଙ୍କା ପଠଇ ପାରିବେ ଯେକୌଣସି ଲୋକଙ୍କୁ (Pearlvine User), ବିଲ ପରିତୋଷ କରପାରିବେ, Landline Recharge କରପାରିବେ, DTH Recharge କରି ପାରିବେ, Electricity Bill ଜମା କରିହେବ, ଏହାର Wallet ରୁ ସିଧାସଲଖ | ଯେକୌଣସି ସମୟରେ ଯେକୌଣସି ଦେଶରୁ ହେଉ |

ଫୋନ ପେ ଯେମିତି କାମ କରେ କି ?

ହଁ ସେହି Phone Pay ଠାରୁ ମଧ୍ୟ ଅଧିକା ଏହାର Advanc Technologey ରେ ତିଆରି ହୋଇଛି | Phone Pay ତ କେବଲ Money Transfer ହୁଏ ଆଦି | ମାତ୍ର ପର୍ଲଭାଇନ ବହୁତ ଶିଘ୍ର e-Commerce ଆଣିବାକୁ ଯାଉଛି |

e-Commerce ବିଷୟରେ ଆମେ ଆପଣଙ୍କୁ ଜଣାଉଛୁ |

Shopping (କିଣା-ବିକା) ର ସବୁ କାମ e-Commerce Portal ରେ ହୋଇଥାଏ Flipkart, Amazon, Mayontra, Wallmart ରେ ଆଜି ପର୍ଯ୍ୟନ୍ତ କିଣା କିଣି କରଛୁ ନା ? କିଣା କିଣି କରବା ଦ୍ବାରା ଆମକୁ (ଗ୍ରାହକ) କିଛି ମିଲିଲା କି ? ଏହି Pearlvine Application ରୁ  ଆମେ ମାନେ କିଣା କିଣି କଲେ ବହୁତ କିଛି ମିଲିବ ବୋନସ ଆକାରରେ, ଏହାର Wallet ରେ ଥିବା ଡ଼ଲାର ରୁ ସିଧାସଲଖ କିଣି ପାରିବା ଯାହା ଦ୍ବାରା ଆମକୁ ସିଷ୍ଟମ ପାଖରୁ ବ୍ୟାଙ୍କ Withdraw ନେବାରୁ ବଞ୍ଚିଯିବା, ଯାହା ଫଲରେ Withdraw ବାବଦକୁ 2% କଟିବା ପରି  ଆମର ଆଉ କ୍ଷତି ହେବ ନାହି | 

Wallet ରୁ ଯଦି ସିଧାସଲଖ ବ୍ୟାଙ୍କ Withdraw ନେବା ତେବେ ବ୍ୟାଙ୍କ ଆପଣଙ୍କ ପର୍ଲଭାଇନ Wallet ରୁ 10% କାଟି ନେଇଯିବ |

ନିକଟ ଭବଷ୍ଯତରେ ଉଡ଼ାଜହାଜ ପାଇଁ ଟିକେଟ ବୁକିଙ୍ଗ କରିବାର ସୁବିଧା ଆସିଯିବ, ଏହାର କାମ ପ୍ରଗତି ପଥରେ ଅଛି | ସବୁଠୁ ବଡ଼ କଥା ହେଲା, ସବୁ କାମ ତ ଠିକ ଠିକ ଲାଗୁଛି Pearlvine System (Company) ଉଭେଇ ଯିବ ନାହିଁ ଏହି ବିଷୟରେ ଆମେ ନିଶ୍ଚିତ | ଯଦି ଭାଗି ଯିବ ତ ? ଏହି ପରି ସଙ୍କା ହେଉଛି ନା ଆପଣଙ୍କ ମନରେ ? ଗୋଟିଏ ଉତ୍ତର ରହିବ ସେହି ପୂର୍ବ ପରି କି ଯେକୌଣସି କାରଣ ଖୋଜି ବାହାର କରନ୍ତୁ ଯେ ଏହି ସିଷ୍ଟମ ପଲେଇବ ? ମିଲିବ ନାହିଁ | ଯଦି ମିଲିଯିବ ତେବେ ଆପଣ ତା'ଙ୍କୁ ଜଣାଇବେ ଯେ ଆପଣଙ୍କୁ ଏହି ଲେଖା ପଠାଇଲେ | 

ଆମେ ଆପଣଙ୍କୁ କହି ରଖୁଛୁ ଏହି ସିଷ୍ଟମ ବହୁତ ବଡ଼ Platform (ସୁଯୋଗ) ?

ଥରେ ମାତ୍ର ଆସନ୍ତୁ ସିଷ୍ଟମରେ ଆପଣମାନେ ବହୁତ ସ୍ଥାନରେ ଅଲଗା ଅଲଗା କମ୍ପାନୀରେ ବାରମ୍ବାର କାମ କରିଛନ୍ତି କ'ଣ କେଉଁଠି କମ୍ପାନୀ ତାର ସେୟର ଆପଣଙ୍କୁ ଦେଇଛି କି ? ଅର୍ଥାତ ମାଲିକ ଭାବରେ ସହଭାଗିତା କରିଛି କି ? କିଛି ଖାସ ମିଲିଲା ନାହିଁ ସେଠାରେ, ନା କ'ଣ | 

ଆଉ ମଧ୍ୟ ଆମେ କହି ରଖୁଛୁ ଏହି ସିଷ୍ଟମ 2022 ମସିହା ଶେଷ ବେଲକୁ ନିଜସ୍ବ Bungki Card  (E-ATM) ଉପଲ୍ବଧ କରିବାର ଅଛି ଅର୍ଥାତ Debit Card |

ଆପଣମାନେ ଯାହା ସିଷ୍ଟମରୁ ଉପାର୍ଜନ କରିଥିବା ଡ଼ଲାରକୁ ସିଧାସଲଖ ଏହି Debit Card ବ୍ୟବହାର କରି ଯେକୌଣସି ଦେଶରେ Withdraw କରିପାରିବେ ସେହି ଦେଶର ମୁଦ୍ରା ମୂଲ୍ୟ ସ୍ଥିତି ଅନୁଯାଇ |

ଏବଂ ତାହା ସହିତ ଏହି ସିଷ୍ଟମର ନିଜସ୍ବ E-mail Service ମଧ୍ୟ Usear ମାନଙ୍କ ପାଇଁ ଉଦଭାବନ କରିସାରିଛି | ଆପଣ ଚାହିଁଲେ ଏହାର ସୁବିଧା ନେଇ ପାରିବେ ଯଦି ସିଷ୍ଟମ ମଧ୍ୟରେ କୌଣସି ଲେବୁଲରେ ରହିଲେ | ଯେଉଁ ପ୍ରକାରରେ ଆମେ E-mail ID ତିଆରି କରୁ ନିଜ ପାଇଁ ଯେମିତି ମନେକର ଆପଣଙ୍କ E-mail ଜାହା ବି ହେଉ ଶେଷରେ @gmail.com ହୋଇଥିବ | ଏହି ସିଷ୍ଟମର E-mail ID ଶେଷରେ @pvmail.co ରଖିଛି | ଆପଣଙ୍କୁ ଜାଣିବା ଦରକାର ଯେ E-mail Creating System ବାହାର କରବା କିଛି କମ କଥା ନୁହେଁ ଏହା ବାହାର କରି ଦେଖେଇ ଦେଲା ସାବ୍ୟସ୍ତ କରିଦେଲା ଯେ ଆମେ ଅଛୁ ତ ଆପଣ ଅଛନ୍ତି ତା'ର ପରିପୂରକ ଆପଣ ଅଛନ୍ତି ତ ଆମେ ଅଛୁ ସିଦ୍ଧାନ୍ତରେ |

ତେବେ ଏହା ସହିତ ଆମେ ଆପଣଙ୍କୁ ଆଉ କ'ଣ ଅଧିକା କହିବୁ ଆପଣ ନିଜେ ନିର୍ଣ୍ଣୟ କରନ୍ତୁ | ସିଷ୍ଚମ ସବୁ ଠିକ ରହିବ ଆପଣ ମଧ୍ୟ ଠିକ ରହିବେ ଏହି ସର୍ତ ରହିଲା | ଆପଣ ସିଷ୍ଚମକୁ ବୁଝିଲେ ସବୁ କରିଲେ କିନ୍ତୁ ଯେବେ ପଇସା ହେବ ସେବେ କରିବା ମନରେ ଏହା ଚାଲୁଥିବ, ମୋ ପାଖରେ ଟଙ୍କା ହେଲେ କରିବି ବୋଲି ଏଡ଼ାଇ ଦିଅନ୍ତୁ ନାହିଁ| ଏମିତି କଦାପି କରନ୍ତୁ ନାହିଁ ଯିଏ ଆପଣଙ୍କୁ ଏହି Link's ପଠେଇଛି ତାଙ୍କ ସହିତ ଭଲରେ କଥାବାର୍ତ୍ତା ହୁଅନ୍ତୁ | ସେ ଆପଣଙ୍କ ପାଇଁ କିଛି ଭଲ ବିଚାର କରଥିବେ ତେବେ ତ ଆପଣଙ୍କ ପାଇଁ ଏହି ମହତ୍ବପୂର୍ଣ୍ଣ ଜିନିଷ ପଠାଇଲେ, ନିଶ୍ଚୟ ଆପଣ ତାହାଙ୍କ ପାଖ ଲୋକ ହୋଇଥିବେ ତେଣୁ ଏହା ପଠାଇଛନ୍ତି | ଏଣୁ ଦୟାକରି ଆପଣ ଏହାକୁ ଭଲ ଭାବ ରେ ବୁଝି ନିୟନ୍ତୁ କାରଣ ଏହାକି ଯେ ଏହା ଏକ ବହୁତ ଭଲ ସୁଯୋଗ ହୋଇଥିବାରୁ ଏହାର ଲାଭ ନିଶ୍ଚୟ ଉଠାନ୍ତୁ | ଏମିତି ନ କଲେ ପଛରେ ପଡ଼ିପାରନ୍ତି Joining ହେବାରେ | ଏତିକି ଧ୍ୟାନରେ ପଢ଼ୀ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ  |

|| ନମସ୍କାର ||


Free Registration link's

https://pearlvine.com/register.php?sponsor_by=100277567122

Contact For Account Active : 9178365530

(a) First Trake Income

(b) Team Perferamance Income

(c) Autopool Income

(d) Up-Grade Income 

(e) Fortune Wallate (Royalty Income)

(f) Bonanza 2020

(g) Mynt Growth Income

(h) Bungki Card  (E-ATM)

(i) Passbook

(j) First Trake Income Bonanza 2020 

(k) Team Perferamance Income Bonanza 2020 

(l) Autopool Income Bonanza 2020 

(m) Up-Grade Income Bonanza 2020 

(n) Fortune Croud Found Bonanza 2020



USER

Round 1

Round 2

Round 3

Round 4

Round 5

Round 6

Round 7

Round 8

Round Total

Pearl

0.40

16

64

256

512

2948

8192

32768

43856.40

Coral

8

32

256

1024

2048

8192

92768

131072

175400

Onyx

20

80

640

1536

6144

24576

98304

393216

524516

Quartz

200

800

6400

15360

61400

245760

983040

3932160

5245160

Amesthyst

1000

4000

32000

76800

307200

1228800

4915200

1966000

26225800

Topaz

2000

8000

64000

153600

614400

2457600

9830400

39921600

52451600

Ruby

3228

12928

103360

248576

991744

3966976

1586790

63471616

18666332.4

 

Bonanza 2020 

USER

Round 1

Round 2

Round 3

Round 4

Round 5

Round 6

Round 7

Round 8

Round Total

Agate

4

16

64

256

1024

4096

16334

65536

87330

Amazonite

12

48

192

762

3072

12288

49152

196608

262140

Amber

30

120

480

1920

7680

30726

122880

491520

655356

Beryl

60

240

960

3840

15380

61440

245760

983040

1310720

Exelciar

150

600

2400

9600

38400

153600

614400

2457600

3276750

Emerald

240

960

3840

15360

60440

245760

983040

39336160

40666200

https://pvcmeta.io/


Thank You


Comments

Popular posts from this blog

Bungki Card (E-ATM)

Pearlvine.com Plan 'B' Odia

First Trake Income Bonanza 2020