Fortune Croud Found Bonanza 2020
(n) Fourtune Croud Founding Bonanza 2020 ପର୍ଲଭାଇନ ଆମ ସମସ୍ତଙ୍କୁ 14April,2021ରେ ଫରଟ୍ୟୁନ ଓ୍ବାଲେଟ ସିଷ୍ଟମରେ ନୂଆକରି ପ୍ରବେଶ କରାଇଲା, ଯାହାର ଫାଏଦା ଆମେ ସମସ୍ତେ ନେଇ ପାରିବା | ଆମେ ଯେମିତି Upgrade କରିଥାଉ Pearl, Coral, Onyx, Quartz, Amethyst, Topaz, Rubi ତେବେ ସେତେ ବେଲେ ଆମକୁ Direct Benifit ମିଲୁଥିଲା Sponser/Upline ID କୁ ତାହା ସେତେ ବେଲେ ସମ୍ଭବ ହେଉଥିଲା ଯେତେ ବେଲେ Upline ID ସେହି ଲେବୁଲ ପୋଷ୍ଟରେ ବା ଉପର ଲେବୁଲ ରେ ଅଫ-ଗ୍ରେଡ଼ ହୋଇଥିବ | ଉଦାହରଣ ଯଦି ଆପଣ (A1) Pearlvine Account BONANZA 2020 କୁ Amazonite ରେ Upgrade କରନ୍ତି ଏବଂ ଆପଣଙ୍କ Sponser (B1) ତାଙ୍କ ID କୁ Amazonite ରେ Upgrade କରିନାହାନ୍ତି ତେବେ ତାଙ୍କୁ (A1) କରିଥିବା Amazonite Upgrade ର ଲାଭ (Direct First Trake Income) ମିଲିବ ନାହିଁ, ଯାହା ହୋଇଥାନ୍ତା 20 DP (Leaps ହେଲା) | ସେହି ପରି ସମସ୍ତ ଲେବୁଲ ରେ ଏହି ନିୟମ ପ୍ରଯୁଜ୍ୟ ଶେଷ ଲେବୁଲ କୁ ଛାଡ଼ି | ସେହି ନ ମିଲିଥିବା DP ସିଧାସଲଖ Perlivine System ରେ ମିଶି Fourtune Croud Founding Groth କରିବାରେ ସହାୟକ ହେବ | ବାରମ୍ବାର Upline ମାନଙ୍କ ଏମିତି ଲେପ୍ସ ହେଲେ ଗ୍ରୋଥ ହେବ | ଯଦି ଲେପ୍ସ କମ ହେବ ତ ଗ୍ରୋଥ ମଧ୍ୟ କମିବ ଏହା କେବଲ Pearlivine Usear ମାନଙ୍କ ହାତରେ |ସେହି DP କୁ ସିଷ୍...