Pearlvine.com Plan 'B' Odia
PEARLVINE.COM ( Plan "B") (i) Bonanza 2020 https://youtu.be/nfXqV0ZAz3M Bonanza 2020 କୁ Active କରିବାକୁ ହେଲେ ପ୍ରଥମେ Pearlvine International System ରେ Pearl Renk କରିବାକୁ ପଡ଼ିବ | ଆମକୁ 20 DP (20 Digital Point) ସ୍ବଲ୍ପ ପୁଞ୍ଜୀ ନିବେଶ କରିବାକୁ ହେବ | 20 DP Pearlvine International System କୁ ଦେବା ତେବେ ଆମକୁ Bonanza Wallet ମିଲିବ | ଯଦି 20 DP ଡ଼ଲାର କୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରାଯାଏ ତେବେ ଅନୁମାନିକ ଟଙ୍କା 1500 ହେବ | ଯେ କୌଣସି ବ୍ୟକ୍ତି ଏହି ଟଙ୍କା ଦେଇ ବୋନନ୍ଜା କୁ ଚାଲୁକରେ ତାଙ୍କୁ କ'ଣ ମିଲିବ ତାହା ଏବେ ଜଣାଇବୁ | Pearlvine International Bonanza System ପ୍ରତୈକଟି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଦୁଇ ପ୍ରକାରର ଲାଭ ଦେଇଥାଏ | ଏହାର ପ୍ରଥମ ଲାଭ ହେଉଛି : Autopool Income ଓ ଦ୍ବିତୀୟ ଲାଭ ହେଉଛି : Team Performance (Wallet 2) ଏହି ପ୍ରଥମ ଲାଭ ଅଟୋପୁଲ ଗୋଟେ Bonous ପରି ହିଁ ଅଟେ | ଚାରି ଟି Renk 7 ଫେବୃୟାରି 2020 ରେ ଏହି ସେବା Pearlvine International System Lunch କଲା ପ୍ରଥମ ଟି Agate ଦ୍ବିତୀୟ ଟି Amazonite ତୃତିୟ ଟି Amber ଏବଂ ଚତୁର୍ଥ ଟି Beryl | ଆଗରୁ ଜାଣିଛେ Pearl Autopool ପରି ହିଁ ଏହିଥିରେ ମଧ୍ୟ 20 DP ଦେଇ ଆପଣ Agate Active ଏହି ସିଷ୍ଟମରେ କରିଲ...